Posts

Showing posts from November, 2022

ସଂକ୍ଷେପରେ ଅଷ୍ଟାଦଶ ପୁରାଣ

Image
 || ସଂକ୍ଷେପରେ ଅଷ୍ଟାଦଶ ପୁରାଣ || ଯେଉଁ ଶାସ୍ତ୍ର ଗୁଡ଼ିକ ପ୍ରାଚୀନ ବା ପୁରୁଣା ତାହାକୁ ସାଧାରଣ ଅର୍ଥରେ, ପୁରାଣ ବୁଝାଯାଏ l ଆହୁରି  କୁହାଯାଇଛି, - 'ପୁରଣାତ୍ ପୁରାଣମ୍' ଅର୍ଥାତ ଯାହା ପୂରଣକରେ, ତାହା ପୁରାଣ l  ମାତ୍ର ପୁରାଣ କ'ଣ ପୂରଣ କରେ? ଏହାର ଉତ୍ତରରେ କୁହାଯାଇଥାଏ  ବେଦର ଅର୍ଥକୁ ଯିଏ ପୂରଣ ବା ପୁଷ୍ଟ କରେ ତାହା ହିଁ ପୁରାଣ l ବେଦ ହେଉଛି, ସର୍ବ ପ୍ରାଚୀନ ଗ୍ରନ୍ଥ l ଏହା ଅତ୍ୟନ୍ତ କ୍ଲୀଷ୍ଟ l ଏଣୁ ଏହାର ତତ୍ତ୍ୱକୁ ବୋଧ ଗମ୍ୟ ଓ ସୁଖ ପାଠ୍ୟ କରିବା ପାଇଁ ରଚିତ ବିଭିନ୍ନ ପୁରାଣ l ଏଣୁ କୁହାଯାଇଛି :- "ଇତିହାସ ପୁରାଣାଭ୍ୟାଂ ବେଦଂ ସମୁପବୃମ୍ହୟେତ୍" l ଅର୍ଥାତ୍ ବେଦତତ୍ତ୍ୱକୁ ଇତିହାସ ବା ପୁରାଣ ଦ୍ୱାରା ପରିପୁଷ୍ଟ କରାଯାଇ ଥାଏ l ଏଥି ପାଇଁ ଶାସ୍ତ୍ରକାର ମାନେ ପୁରାଣକୁ ପଞ୍ଚମ ବେଦ ରୂପେ ଆଖ୍ୟାୟିତ କରି ଥାନ୍ତି l  ବେଦର ସଂହିତା ଓ ବ୍ରାହ୍ମଣ ନାମକ ଭାଗରେ ରାଜା ଓ ଅପରାପର ବ୍ୟକ୍ତି ମାନଂକ ସଂବଂଧରେ ଦେଖିବାକୁ ମିଳୁଥିବା ଆଖ୍ୟାୟିକାକୁ ପୁରାଣ ବୋଲାଯାଏ I ଭାରତୀୟ ସଂସ୍କୃତି ଓ ଦର୍ଶନର ମୂଳଗ୍ରନ୍ଥ ବେଦ l ଏହାକୁ ସୁଗମ ଉପାୟରେ ଜନସମୂହ ନିକଟରେ  ପହଞ୍ଚାଇବାର ଗୁରୁଦାୟିତ୍ୱ ବହନକରେ ପୁରାଣ l ପୁରାଣ ଅଧ୍ୟୟନରୁ ଆମକୁ ଆମ ସମାଜର ପୁରା କାଳର ଇତିହାସ, ଭୂଗୋଳ, ରାଜନୀତି, ସମାଜ ନୀତି, ଅର୍ଥନୀତି, ଶିକ୍ଷାନୀତି ଆଦି ବିଷୟକ ଜ୍ଞାନ ପ୍ରାପ୍ତ ହୋଇଥାଏ l ଏଥିରୁ ଆମକୁ ଧ...

ସ୍ୱାସ୍ଥ୍ୟ ସମ୍ୱନ୍ଧ ରେ

 ସ୍ୱାସ୍ଥ୍ୟ ସମ୍ୱନ୍ଧ ରେ 1. The STOMACH      is injured when      you do not have      breakfast in the      morning. ପାକସ୍ଥଳୀ  କ୍ଷତ ହୁଏ ସକାଳୁ ଜଳଖିଆ ନ ଖାଇଲେ। 2. The KIDNEYS      are injured when      you do not even      drink 10 glasses      of water in 24      hours. ମୂତ୍ରାଶୟ କ୍ଷତ ହୁଏ ଦିନକୁ10 ଗ୍ଲାସ ପାଣି ନ ପିଇଲେ। 3. GALLBLADDR     is injured when     you do not even     sleep until 11     o'clock and do not     wake up to the     sunrise. ପିତ୍ତକୋଷ କ୍ଷତ ହୁଏ ଯଦି ତୁମେ 11ଟା ସୁଦ୍ଧା ନ ଶୁଅ ଏବଂ ସୂର୍ଯ୍ୟୋଦୟ ସୁଦ୍ଧା ନ ଉଠ। 4.  The SMALL      INTESTINE is       injured when you       eat cold and stale       food. କ୍ଷୁଦ୍ର ଅନ୍ତ୍ର କ୍ଷତ ହୁଏ ଯେତେବେଳେ ତୁମେ ଥଣ୍ଡା ଏବଂ ବାସି ଖାଅ। 5.  The LARGE      INTESTINES are    ...

उनचास मरुत

 🙏🏻उनचास मरुत🙏🏻 सनातन धर्म - हिन्दू धर्म  सुंदरकांड पढ़ते हुए 25वें दोहे पर थोड़ा रुक गया। तुलसीदास ने सुन्दर कांड में जब हनुमान जी ने लंका मे आग लगाई थी, उस प्रसंग पर लिखा है - हरि प्रेरित तेहि अवसर चले मरुत उनचास अट्टहास करि गर्जा कपि बढ़ि लाग अकास।। अर्थात : जब हनुमान जी ने लंका को अग्नि के हवाले कर दिया तो -- वे उनचासों पवन चलने लगे। हनुमान जी अट्टहास करके गर्जे और आकार बढ़ाकर आकाश मार्ग से जाने लगे। जन्म कुंडली वर्तमान और भविष्य  मैंने सोचा कि इन उनचास मरुत का क्या अर्थ है ? यह तुलसी दास जी ने भी नहीं लिखा। फिर मैंने सुंदरकांड पूरा करने के बाद समय निकालकर 49 प्रकार की वायु के बारे में जानकारी खोजी और अध्ययन करने पर सनातन धर्म पर अत्यंत गर्व हुआ। तुलसीदासजी के वायु ज्ञान पर सुखद आश्चर्य हुआ, जिससे शायद आधुनिक मौसम विज्ञान भी अनभिज्ञ है ।          आपको यह जानकर आश्चर्य होगा कि वेदों में वायु की 7 शाखाओं के बारे में विस्तार से वर्णन मिलता है। अधिकतर लोग यही समझते हैं कि वायु तो एक ही प्रकार की होती है, लेकिन उसका रूप बदलता रहता है, जैसे कि ठं...

କାର୍ତ୍ତିକ ମାସର ପଞ୍ଚକ ପାଳନ ବିଧି

 ⛳💢⛳💢 କାର୍ତ୍ତିକ ମାସର  ପଞ୍ଚକ ପାଳନ ବିଧି💢⛳💢⛳ 🌺🌿🌺🌿🌺🌿🌺🌿🌺🌿🌺🌿🌺🌿🌺🌿🌺             କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି ।  ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି । ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ 'ବକ ପଞ୍ଚକ' କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ତମେ ଜଳର ଇଚ୍ଛା କରିଛ । ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା ...

गांठ बांध लीजिए...

Image
 गांठ बांध लीजिए... *🪢 कन्याओं का विवाह 21 से 25 वे वर्ष तक, और लड़कों का विवाह 25 से 29वें वर्ष की आयु तक हर स्थिति में हो जाना चाहिए !* *🪢 फ्लैट न लेकर जमीन खरीदो, और उस पर अपना घर बनाओ! वरना आपकी संतानों का भविष्य पिंजरे के पंछी की तरह हो जाएगा* *🪢 नयी युवा पीढ़ी को कम से कम तीन संतानों को जन्म देने के लिए प्रेरित करें !* *🪢 गांव से नाता जोड़ कर रखें ! और गांव की पैतृक सम्पत्ति, और वहां के लोगों से नाता, जोड़कर रखें !* *🪢 अपनी संतानों को अपने धर्म की शिक्षा अवश्य दें, और उनके मानसिक व शारीरिक विकास पर अवश्य ध्यान दें !* *🪢 किसी भी और आतंकवादी प्रवृत्ति के व्यक्ति से सामान लेने-देने, व्यवहार करने से यथासंभव बचें !* *🪢 घर में बागवानी करने की आदत डालें,(और यदि पर्याप्त जगह है,तो देशी गाय पालें।*  *🔖 होली, दीपावली,विजयादशमी, नवरात्रि, मकर संक्रांति, जन्माष्टमी, राम नवमी, आदि जितने भी  त्यौहार आयें, उन्हें आफिस/कार्य से छुट्टी लेकर सपरिवार मनाये।*  *🪢  !(हो सके तो पैदल,  व परिवार के साथ )* 🪢 *प्रात: काल 5-5:30 बजे उठ जाएं, और रात्रि को 10 बजे तक सोन...