सप्तशती सिद्ध सम्पुटमन्त्राः
🌹॥ सप्तशती सिद्ध सम्पुटमन्त्राः ॥🌹
( ନିମ୍ନ ରେ ଓଡିଆ ଲିପିରେ ଉପଲବ୍ଧ )
👉१) सामूहिक कल्याण के लिये
देव्या यया ततमिदं जगदात्मशक्त्या
निश्शेषदेवगणशक्तिसमूहमूर्त्या ।
तामम्बिकामखिलदेवमहर्षिपूज्यां
भक्त्या नताः स्म विदधातु शुभानि सा नः ॥
👉२) विश्व के अशुभ तथा भय का नाश करने के लिये
यस्याः प्रभावमतुलं भगवानन्तो
ब्रह्म हरश्च न हि वक्तुमलं बलं च ।
सा चण्डिकाखिलजगत्परिपालनाय
नाशाय चाशुभभयस्य मतिं करोतु ॥
👉३) विश्व की रक्षा के लिये
या श्रीः स्वयं सुकृतिनां भवनेष्वलक्ष्मीः
पापात्मनां कृतधियां हृदयेषु बुद्धिः ।
श्रद्धा सतां कुलजनप्रभवस्य लज्जा
तां त्वां नताः स्म परिपालय देवि विश्वम् ॥
👉४) विश्व के अभ्युदय के लिये
विश्वेश्वरि त्वं परिपासि विश्वं
विश्वात्मिका धारयसीति विश्वम् ।
विश्वेशवन्द्या भवती भवन्ति
विश्वाश्रया ये त्वयि भक्तिनम्राः ॥
👉५) विश्वव्यापी विपत्तियों के नाश के लिये
देवि प्रपन्नर्तिहरे प्रसीद
प्रसीद मातर्जगतोऽखिलस्य ।
प्रसीद विश्वेश्वरि पाहि विश्वं
त्वमीश्वरी देवि चराचरस्य ॥
👉६) विश्व के पाप-ताप-निवारण के लिये
देवि प्रसीद परिपालय नोऽरिभीते-
र्नित्यं यथासुरवधादधुनैव सद्यः ।
पापानि सर्वजगतां प्रशमं नयाशु
उत्पातपाकजनितांश्च महोपसर्गान् ॥
👉७) विपत्तिनाश के लिये
शरणागतदीनार्तपरित्राणपरायणे ।
सर्वास्यार्तिहरे देवि नारायणि नमोऽस्तु ते ॥
👉८) विपत्तिनाश और् शुभ की प्राप्ति के लिये
करोतु सा नः शुभहेतुरीश्वरी
शुभानि भद्राण्यभिहन्तु चापदः ।
👉९) भयनाश के लिये
✔️क) सर्वस्वरूपे सर्वेशे सर्वशक्तिसमन्विते ।
भयेभ्यस्त्राहि नो देवि दुर्गे देवि नमोऽस्तु ते ॥
✔️ख) एतत्ते वदनं सौम्यं लोचनत्रयभूषितं ।
पातु नः सर्वभीतिभ्यः कात्यायनि नमोऽस्तु ते ॥
✔️ग) ज्वालाकरालमत्युग्रमशेषासुरसूदनम् ।
त्रिशूलं पातु नो भीतेर्भद्रकालि नमोऽस्तु ते ॥
👉१०) पापनाश के लिये
हिनस्ति दैत्यतेजांसि स्वनेनापूर्य या जगत् ।
सा घण्टा पातु नो देवि पापेभ्योऽनः सुतानिव ॥
👉११) रोगनाश के लिये
रोगानशेषानपहंसि तुष्टा
रुष्टा तु कामान् सकलानभीष्टान् ।
त्वामाश्रितानां न विपन्नराणां
त्वामाश्रिता ह्याश्रयतां प्रयान्ति ॥
👉१२) महामारीनाश के लिये
जयन्ती मङ्गला काली भद्रकाली कपालिनी ।
दुर्गा क्षमा शिवा धात्री स्वाहा स्वधा नमोऽस्तु ते ॥
👉१३) आरोग्य और सौभाग्य प्राप्ति के लिये
देहि सौभाग्यमारोग्यं देहि मे परमं सुखम् ।
रुपं देहि यशो जयं देहि यशो देहि द्विषो जहि ॥
👉१४) सुलक्षणा पत्नी की प्राप्ति के लिये
पत्नीं मनोरमां देहि मनोवृत्तानुसारिणीम् ।
तारिणीं दुर्गसंसारसागरस्य कुलोद्भवाम् ॥
👉१५) बाधाशान्ति के लिये
सर्वाबाधाप्रशमनं त्रैलोक्याखिलेश्वरि ।
एवमेव त्वया कार्यमस्मद्वैरिविनाशनम् ॥
👉१६) सर्वविध अभ्युदय के लिये
ते सम्मता जनपदेषु धनानि तेषां
तेषां यशांसि न च सीदति धर्मवर्गः ।
धन्यास्त एव निभृतात्मजभृत्यदारा
येषां सदाभ्युदयदा भवती प्रसन्ना ॥
👉१७) दारिद्र्यदुःखादिनाश के लिये
दुर्गे स्मृता हरसि भीतिमशेषजन्तोः
स्वस्थैः स्मृता मतिमतीव शुभां ददासि ।
दारिद्र्यदुःखभयहारिणि का त्वदन्या
सर्वोपकारकरणाय सदाऽऽर्द्रचित्ता ॥
👉१८) रक्षा पाने के लिये
शूलेन पाहि नो देवि पाहि खड्गेन चाम्बिके ।
घण्टास्वनेन नः पाहि चापज्यानिःस्वनेन च ॥
👉१९) समस्त विद्याओं की और् समस्त स्त्रियों में मातृभाव की प्राप्ति के लिये
विद्या समस्तास्तव देवि भेदाः
स्त्रियः समस्ताः सकला जगत्सु ।
त्वैकया पूरितमम्बयैतत् ।
का ते स्तुतिः स्तव्यपरा परोक्त्तिः ॥
👉२०) सब प्रकार के कल्याण के लिये
सर्वमङ्गलमङ्गल्ये शिवे सर्वार्थसाधिके ।
शरण्ये त्र्यम्बके गौरि नारायणि नमोऽस्तु ते ॥
👉२१) शक्तिप्राप्ति के लिये
सृष्टिस्थितिविनाशानां शक्तिभूते सनातनि ।
गुणाश्रये गुणमये नारायणि नमोऽस्तु ते ॥
👉२२) प्रसन्नताप्राप्ति के लिये
प्रणतानां प्रसीद त्वं देवि विश्वार्तिहारिणि ।
त्रैलोक्यवासिनामीड्ये लोकानां वरदा भव ॥
👉२३) विविध उप्द्रवों से बचने के लिये
रक्षांसि यत्रोग्रविषाश्च नागा
यत्रारयो दस्युबलानि यत्र ।
दावानलो यत्र तथाब्धिमध्ये
तत्र स्थिता त्वं परिपासि विश्वम् ॥
👉२४) बाधामुक्त होकर धन और् पुत्रादि की प्राप्ति के लिये
सर्वबाधाविनिर्मुक्तो धनधान्यसुतान्वितः ।
मनुष्यो मत्प्रसादेन भविष्यति न संशयः ॥
👉२५) भुक्तिमुक्ति की प्राप्ति के लिये
विधेहि देवि कल्याणं विधेहि परमां श्रियम् ।
रुपं देहि जयं देहि यशो देहि द्विषो जहि ॥
👉२६) पापनाश तथा भक्तिप्राप्ति के लिये
नतेभ्यः सर्वदा भक्त्या चण्डिके दुरितापहे ।
रूपं देहि जयं देहि यशो देहि द्विषो जहि ॥
👉२७) स्वर्ग और मोक्ष के लिये
सर्वभूता यदा देवी स्वर्गमुक्तिप्रदायिनी ।
त्वं स्तुता स्तुतये का वा भवन्तु परमोत्तयः ॥
👉२८) स्वर्ग और मुक्ति के लिये
सर्वस्य बुद्धिरूपेण जनस्य हृदि संस्थिते ।
स्वर्गापवर्गदे देवि नारायणि नमोऽस्तु ते ॥
👉२९) मोक्ष की प्राप्ति के लिये
त्वं वैष्णवी शक्तिरनन्तवीर्या
विश्वस्य बीजं परमासि माया ।
सम्मोहितं देवि समस्तमेतत्
त्वं वै प्रसन्ना भुवि मुक्तिहेतुः ॥
👉३०) स्वप्न मे सिद्धि-असिद्धि जानने के लिये
दुर्गे देवि नमस्तुभ्यं सर्वकामार्थसाधिके ।
मम सिद्धिमसिद्धिं वा स्वप्ने सर्वं प्रदर्शय ॥
🌹॥ ସପ୍ତଶତୀ ସିଦ୍ଧ ସମ୍ପୁଟମନ୍ତ୍ରାଃ ॥🌹
👉୧) ସାମୂହିକ କଲ୍ୟାଣ ନିମନ୍ତେ
ଦେଵ୍ୟା ୟୟା ତତମିଦଂ ଜଗଦାତ୍ମଶକ୍ତ୍ୟା
ନିଶ୍ଶେଷଦେଵଗଣଶକ୍ତିସମୂହମୂର୍ତ୍ୟା ।
ତାମମ୍ବିକାମଖିଲଦେଵମହର୍ଷିପୂଜ୍ୟାଂ
ଭକ୍ତ୍ୟା ନତାଃ ସ୍ମ ଵିଦଧାତୁ ଶୁଭାନି ସା ନଃ ॥
👉୨) ଵିଶ୍ଵ ର ଅଶୁଭ ତଥା ଭୟ ନାଶ ନିମନ୍ତେ
ୟସ୍ୟାଃ ପ୍ରଭାଵମତୁଲଂ ଭଗଵାନନ୍ତୋ
ବ୍ରହ୍ମ ହରଶ୍ଚ ନ ହି ଵକ୍ତୁମଲଂ ବଲଂ ଚ ।
ସା ଚଣ୍ଡିକାଖିଲଜଗତ୍ପରିପାଲନାୟ
ନାଶାୟ ଚାଶୁଭଭୟସ୍ୟ ମତିଂ କରୋତୁ ॥
👉୩) ଵିଶ୍ଵ ର ରକ୍ଷା ନିମନ୍ତେ
ୟା ଶ୍ରୀଃ ସ୍ଵୟଂ ସୁକୃତିନାଂ ଭଵନେଷ୍ଵଲକ୍ଷ୍ମୀଃ
ପାପାତ୍ମନାଂ କୃତଧିୟାଂ ହୃଦୟେଷୁ ବୁଦ୍ଧିଃ ।
ଶ୍ରଦ୍ଧା ସତାଂ କୁଲଜନପ୍ରଭଵସ୍ୟ ଲଜ୍ଜା
ତାଂ ତ୍ଵାଂ ନତାଃ ସ୍ମ ପରିପାଲୟ ଦେଵି ଵିଶ୍ଵମ୍ ॥
👉୪) ଵିଶ୍ଵ ର ଅଭ୍ୟୁଦୟ ନିମନ୍ତେ
ଵିଶ୍ଵେଶ୍ଵରି ତ୍ଵଂ ପରିପାସି ଵିଶ୍ଵଂ
ଵିଶ୍ଵାତ୍ମିକା ଧାରୟସୀତି ଵିଶ୍ଵମ୍ ।
ଵିଶ୍ଵେଶଵନ୍ଦ୍ୟା ଭଵତୀ ଭଵନ୍ତି
ଵିଶ୍ଵାଶ୍ରୟା ୟେ ତ୍ଵୟି ଭକ୍ତିନମ୍ରାଃ ॥
👉୫) ଵିଶ୍ଵଵ୍ୟାପୀ ଵିପତ୍ତି ନାଶ ନିମନ୍ତେ
ଦେଵି ପ୍ରପନ୍ନର୍ତିହରେ ପ୍ରସୀଦ
ପ୍ରସୀଦ ମାତର୍ଜଗତୋଽଖିଲସ୍ୟ ।
ପ୍ରସୀଦ ଵିଶ୍ଵେଶ୍ଵରି ପାହି ଵିଶ୍ଵଂ
ତ୍ଵମୀଶ୍ଵରୀ ଦେଵି ଚରାଚରସ୍ୟ ॥
👉୬) ଵିଶ୍ଵ ର ପାପ-ତାପ-ନିଵାରଣ ନିମନ୍ତେ
ଦେଵି ପ୍ରସୀଦ ପରିପାଲୟ ନୋଽରିଭୀତେ-
ର୍ନିତ୍ୟଂ ୟଥାସୁରଵଧାଦଧୁନୈଵ ସଦ୍ୟଃ ।
ପାପାନି ସର୍ଵଜଗତାଂ ପ୍ରଶମଂ ନୟାଶୁ
ଉତ୍ପାତପାକଜନିତାଂଶ୍ଚ ମହୋପସର୍ଗାନ୍ ॥
👉୭) ଵିପତ୍ତିନାଶ ନିମନ୍ତେ
ଶରଣାଗତଦୀନାର୍ତପରିତ୍ରାଣପରାୟଣେ ।
ସର୍ଵାସ୍ୟାର୍ତିହରେ ଦେଵି ନାରାୟଣି ନମୋଽସ୍ତୁ ତେ ॥
👉୮) ଵିପତ୍ତିନାଶ ଓ ଶୁଭ ପ୍ରାପ୍ତିନିମନ୍ତେ
କରୋତୁ ସା ନଃ ଶୁଭହେତୁରୀଶ୍ଵରୀ
ଶୁଭାନି ଭଦ୍ରାଣ୍ୟଭିହନ୍ତୁ ଚାପଦଃ ।
👉୯) ଭୟନାଶ ନିମନ୍ତେ
✔️କ) ସର୍ଵସ୍ଵରୂପେ ସର୍ଵେଶେ ସର୍ଵଶକ୍ତିସମନ୍ଵିତେ ।
ଭୟେଭ୍ୟସ୍ତ୍ରାହି ନୋ ଦେଵି ଦୁର୍ଗେ ଦେଵି ନମୋଽସ୍ତୁ ତେ ॥
✔️ଖ) ଏତତ୍ତେ ଵଦନଂ ସୌମ୍ୟଂ ଲୋଚନତ୍ରୟଭୂଷିତଂ ।
ପାତୁ ନଃ ସର୍ଵଭୀତିଭ୍ୟଃ କାତ୍ୟାୟନି ନମୋଽସ୍ତୁ ତେ ॥
✔️ଗ) ଜ୍ଵାଲାକରାଲମତ୍ୟୁଗ୍ରମଶେଷାସୁରସୂଦନମ୍ ।
ତ୍ରିଶୂଲଂ ପାତୁ ନୋ ଭୀତେର୍ଭଦ୍ରକାଲି ନମୋଽସ୍ତୁ ତେ ॥
👉୧୦) ପାପନାଶ ନିମନ୍ତେ
ହିନସ୍ତି ଦୈତ୍ୟତେଜାଂସି ସ୍ଵନେନାପୂର୍ୟ ୟା ଜଗତ୍ ।
ସା ଘଣ୍ଟା ପାତୁ ନୋ ଦେଵି ପାପେଭ୍ୟୋଽନଃ ସୁତାନିଵ ॥
👉୧୧) ରୋଗନାଶ ନିମନ୍ତେ
ରୋଗାନଶେଷାନପହଂସି ତୁଷ୍ଟା
ରୁଷ୍ଟା ତୁ କାମାନ୍ ସକଲାନଭୀଷ୍ଟାନ୍ ।
ତ୍ଵାମାଶ୍ରିତାନାଂ ନ ଵିପନ୍ନରାଣାଂ
ତ୍ଵାମାଶ୍ରିତା ହ୍ୟାଶ୍ରୟତାଂ ପ୍ରୟାନ୍ତି ॥
👉୧୨) ମହାମାରୀନାଶ ନିମନ୍ତେ
ଜୟନ୍ତୀ ମଙ୍ଗଲା କାଲୀ ଭଦ୍ରକାଲୀ କପାଲିନୀ ।
ଦୁର୍ଗା କ୍ଷମା ଶିଵା ଧାତ୍ରୀ ସ୍ଵାହା ସ୍ଵଧା ନମୋଽସ୍ତୁ ତେ ॥
👉୧୩) ଆରୋଗ୍ୟ ଓ ସୌଭାଗ୍ୟ ପ୍ରାପ୍ତି ନିମନ୍ତେ
ଦେହି ସୌଭାଗ୍ୟମାରୋଗ୍ୟଂ ଦେହି ମେ ପରମଂ ସୁଖମ୍ ।
ରୁପଂ ଦେହି ୟଶୋ ଜୟଂ ଦେହି ୟଶୋ ଦେହି ଦ୍ଵିଷୋ ଜହି ॥
👉୧୪) ସୁଲକ୍ଷଣା ପତ୍ନୀ ପ୍ରାପ୍ତି ନିମନ୍ତେ
ପତ୍ନୀଂ ମନୋରମାଂ ଦେହି ମନୋଵୃତ୍ତାନୁସାରିଣୀମ୍ ।
ତାରିଣୀଂ ଦୁର୍ଗସଂସାରସାଗରସ୍ୟ କୁଲୋଦ୍ଭଵାମ୍ ॥
👉୧୫) ବାଧାଶାନ୍ତି ନିମନ୍ତେ
ସର୍ଵାବାଧାପ୍ରଶମନଂ ତ୍ରୈଲୋକ୍ୟାଖିଲେଶ୍ଵରି ।
ଏଵମେଵ ତ୍ଵୟା କାର୍ୟମସ୍ମଦ୍ଵୈରିଵିନାଶନମ୍ ॥
👉୧୬) ସର୍ଵଵିଧ ଅଭ୍ୟୁଦୟନିମନ୍ତେ
ତେ ସମ୍ମତା ଜନପଦେଷୁ ଧନାନି ତେଷାଂ
ତେଷାଂ ୟଶାଂସି ନ ଚ ସୀଦତି ଧର୍ମଵର୍ଗଃ ।
ଧନ୍ୟାସ୍ତ ଏଵ ନିଭୃତାତ୍ମଜଭୃତ୍ୟଦାରା
ୟେଷାଂ ସଦାଭ୍ୟୁଦୟଦା ଭଵତୀ ପ୍ରସନ୍ନା ॥
👉୧୭) ଦାରିଦ୍ର୍ୟଦୁଃଖାଦିନାଶ ନିମନ୍ତେ
ଦୁର୍ଗେ ସ୍ମୃତା ହରସି ଭୀତିମଶେଷଜନ୍ତୋଃ
ସ୍ଵସ୍ଥୈଃ ସ୍ମୃତା ମତିମତୀଵ ଶୁଭାଂ ଦଦାସି ।
ଦାରିଦ୍ର୍ୟଦୁଃଖଭୟହାରିଣି କା ତ୍ଵଦନ୍ୟା
ସର୍ଵୋପକାରକରଣାୟ ସଦାଽଽର୍ଦ୍ରଚିତ୍ତା ॥
👉୧୮) ରକ୍ଷା ପାଇବା ନିମନ୍ତେ
ଶୂଲେନ ପାହି ନୋ ଦେଵି ପାହି ଖଡ୍ଗେନ ଚାମ୍ବିକେ ।
ଘଣ୍ଟାସ୍ଵନେନ ନଃ ପାହି ଚାପଜ୍ୟାନିଃସ୍ଵନେନ ଚ ॥
👉୧୯) ସମସ୍ତ ଵିଦ୍ୟା ଓ ସମସ୍ତ ସ୍ତ୍ରୀ ମାନଙ୍କ ଠାରେ
ମାତୃଭାଵ ପୋଷଣ ନିମନ୍ତେ
ଵିଦ୍ୟା ସମସ୍ତାସ୍ତଵ ଦେଵି ଭେଦାଃ
ସ୍ତ୍ରିୟଃ ସମସ୍ତାଃ ସକଲା ଜଗତ୍ସୁ ।
ତ୍ଵୈକୟା ପୂରିତମମ୍ବୟୈତତ୍ ।
କା ତେ ସ୍ତୁତିଃ ସ୍ତଵ୍ୟପରା ପରୋକ୍ତ୍ତିଃ ॥
👉୨୦) ସମସ୍ତ ପ୍ରକାର କଲ୍ୟାଣ ନିମନ୍ତେ
ସର୍ଵମଙ୍ଗଲମଙ୍ଗଲ୍ୟେ ଶିଵେ ସର୍ଵାର୍ଥସାଧିକେ ।
ଶରଣ୍ୟେ ତ୍ର୍ୟମ୍ବକେ ଗୌରି ନାରାୟଣି ନମୋଽସ୍ତୁ ତେ ॥
👉୨୧) ଶକ୍ତିପ୍ରାପ୍ତି ନିମନ୍ତେ
ସୃଷ୍ଟିସ୍ଥିତିଵିନାଶାନାଂ ଶକ୍ତିଭୂତେ ସନାତନି ।
ଗୁଣାଶ୍ରୟେ ଗୁଣମୟେ ନାରାୟଣି ନମୋଽସ୍ତୁ ତେ ॥
👉୨୨) ପ୍ରସନ୍ନତାପ୍ରାପ୍ତି ନିମନ୍ତେ
ପ୍ରଣତାନାଂ ପ୍ରସୀଦ ତ୍ଵଂ ଦେଵି ଵିଶ୍ଵାର୍ତିହାରିଣି ।
ତ୍ରୈଲୋକ୍ୟଵାସିନାମୀଡ୍ୟେ ଲୋକାନାଂ ଵରଦା ଭଵ ॥
👉୨୩) ଵିଵିଧ ଉପଦ୍ରବ ରୁ ରକ୍ଷା ପାଇବା ପାଇଁ
ରକ୍ଷାଂସି ୟତ୍ରୋଗ୍ରଵିଷାଶ୍ଚ ନାଗା
ୟତ୍ରାରୟୋ ଦସ୍ୟୁବଲାନି ୟତ୍ର ।
ଦାଵାନଲୋ ୟତ୍ର ତଥାବ୍ଧିମଧ୍ୟେ
ତତ୍ର ସ୍ଥିତା ତ୍ଵଂ ପରିପାସି ଵିଶ୍ଵମ୍ ॥
👉୨୪) ବାଧାମୁକ୍ତ ହୋଇ ଧନ ଓ ପୁତ୍ରାଦି ପ୍ରାପ୍ତି ନିମନ୍ତେ
ସର୍ଵବାଧାଵିନିର୍ମୁକ୍ତୋ ଧନଧାନ୍ୟସୁତାନ୍ଵିତଃ ।
ମନୁଷ୍ୟୋ ମତ୍ପ୍ରସାଦେନ ଭଵିଷ୍ୟତି ନ ସଂଶୟଃ ॥
👉୨୫) ଭୁକ୍ତିମୁକ୍ତି ପ୍ରାପ୍ତି ନିମନ୍ତେ
ଵିଧେହି ଦେଵି କଲ୍ୟାଣଂ ଵିଧେହି ପରମାଂ ଶ୍ରିୟମ୍ ।
ରୁପଂ ଦେହି ଜୟଂ ଦେହି ୟଶୋ ଦେହି ଦ୍ଵିଷୋ ଜହି ॥
👉୨୬) ପାପନାଶ ତଥା ଭକ୍ତିପ୍ରାପ୍ତି ନିମନ୍ତେ
ନତେଭ୍ୟଃ ସର୍ଵଦା ଭକ୍ତ୍ୟା ଚଣ୍ଡିକେ ଦୁରିତାପହେ ।
ରୂପଂ ଦେହି ଜୟଂ ଦେହି ୟଶୋ ଦେହି ଦ୍ଵିଷୋ ଜହି ॥
👉୨୭) ସ୍ଵର୍ଗ ଓ ମୋକ୍ଷ ପ୍ରାପ୍ତି ନିମନ୍ତେ
ସର୍ଵଭୂତା ୟଦା ଦେଵୀ ସ୍ଵର୍ଗମୁକ୍ତିପ୍ରଦାୟିନୀ ।
ତ୍ଵଂ ସ୍ତୁତା ସ୍ତୁତୟେ କା ଵା ଭଵନ୍ତୁ ପରମୋତ୍ତୟଃ ॥
👉୨୮) ସ୍ଵର୍ଗ ଓ ମୁକ୍ତି ନିମନ୍ତେ
ସର୍ଵସ୍ୟ ବୁଦ୍ଧିରୂପେଣ ଜନସ୍ୟ ହୃଦି ସଂସ୍ଥିତେ ।
ସ୍ଵର୍ଗାପଵର୍ଗଦେ ଦେଵି ନାରାୟଣି ନମୋଽସ୍ତୁ ତେ ॥
👉୨୯) ମୋକ୍ଷ ପ୍ରାପ୍ତି ନିମନ୍ତେ
ତ୍ଵଂ ଵୈଷ୍ଣଵୀ ଶକ୍ତିରନନ୍ତଵୀର୍ୟା
ଵିଶ୍ଵସ୍ୟ ବୀଜଂ ପରମାସି ମାୟା ।
ସମ୍ମୋହିତଂ ଦେଵି ସମସ୍ତମେତତ୍
ତ୍ଵଂ ଵୈ ପ୍ରସନ୍ନା ଭୁଵି ମୁକ୍ତିହେତୁଃ ॥
👉୩୦) ସ୍ଵପ୍ନ ଦ୍ବାରା ସିଦ୍ଧି-ଅସିଦ୍ଧି ଜାଣିବା ନିମନ୍ତେ
ଦୁର୍ଗେ ଦେଵି ନମସ୍ତୁଭ୍ୟଂ ସର୍ଵକାମାର୍ଥସାଧିକେ ।
ମମ ସିଦ୍ଧିମସିଦ୍ଧିଂ ଵା ସ୍ଵପ୍ନେ ସର୍ଵଂ ପ୍ରଦର୍ଶୟ ॥
🙏🙏
Comments
Post a Comment