ସର୍ବ ବ୍ୟାଧି ହରଣ ସୂର୍ଯ୍ୟାର୍ଘ୍ୟ ବିଧାନ

 🔴ଭଗବାନ ସୂର୍ଯ୍ୟଦେବଙ୍କୁ ଉପାସନା କରି ରୋଗମୁକ୍ତ ହୁଅନ୍ତୁ । 

 

            💥💥💥💥💥💥


🔸ସର୍ବ ବ୍ୟାଧି ହରଣ ସୂର୍ଯ୍ୟାର୍ଘ୍ୟ ବିଧାନ (ଏହା ବହୁ ପରୀକ୍ଷିତ)


      🌹🌹🌹🌹🌹🌹🌹🌹🌹


       "ଆରୋଗ୍ୟଂ ଭାସ୍କରାଦିଚ୍ଛେତ୍" - ଏହି ସ୍ମୃତି ବାକ୍ୟ ଅନୁସାରେ ଯେତେ ବଡ ଅସାଧ୍ୟ ରୋଗ ହେଉନା କାହିଁକି ସୂର୍ଯ୍ୟଙ୍କର ଉପାସନା ମାଧ୍ୟମରେ ଏହା ଉପଶମ ହୋଇପାରିବ ।


     ନିମ୍ନରେ ପ୍ରଦତ୍ତ ସୂର୍ଯ୍ୟଙ୍କର 70 ନାମ ପଢି ତମ୍ବାପାତ୍ରରେ କରବୀର ପୁଷ୍ପ ଅଥବା ରକ୍ତ ପୁଷ୍ପ, ଅକ୍ଷତ, ଦୁବ, ରକ୍ତ ଚନ୍ଦନ, ଗୋରଚନା, ରାଶି, ବାଉଁଶ ଧାନ , ସୂଆଁ , ଯବଧାନ ,କୁଶ, ଓ ଜଳ ପୂର୍ଣ୍ଣ କରି ପ୍ରତ୍ୟେକ ଦିନ ଅଥବା ରବିବାର ଦିନ ଶୁଦ୍ଧପୂତ ଭାବରେ ଆଣ୍ଠୁମାଡି ସୂର୍ଯ୍ୟଙ୍କୁ ଧ୍ୟାନକରିବେ , ଆସାଦିତ ତମ୍ବାପାତ୍ରକୁ ମସ୍ତକରେ ଛୁଆଇଁ ପ୍ରତ୍ୟେକ ନାମରେ ଅର୍ଘ୍ୟ ଦେବେ ଓ ନମସ୍କାର କରିବେ ।


      ଶ୍ରଦ୍ଧା ଓ ଭକ୍ତିରେ ଏପରି କରିବା ଦ୍ୱାରା ଯେତେବଡ ଅସାଧ୍ୟ ରୋଗ ହେଲେ ବି ନିଶ୍ଚିତ ଉପଶମ ହେବ ।


🌕ଏହା ବହୁ ପରିକ୍ଷିତ 🌕


👉 ପଢନ୍ତୂ ! ପ୍ରୟୋଗ କରନ୍ତୁ !

 ସେୟାର କରନ୍ତୁ !


                 (ନିବେଦକ - ସେବକ , ରୋହିତ । )

 🔴➖➖🥀➖➖🥀➖➖🥀➖➖🔴


ॐ ହଂସାୟ ନମଃ ।1। 


ॐ ଭାନବେ ନମଃ।2।


ॐ ସହସ୍ରାଂଶବେ ନମଃ।3।


ॐ ତପନାୟ ନମଃ।4। 


ॐ ତାପନାୟ ନମଃ।5।


ॐ ରବୟେ ନମଃ।6। 


ॐ ବିକର୍ତ୍ତନାୟ ନମଃ।7। 


ॐ ବିବସ୍ୱତେ ନମଃ।8।


ॐ ବଶ୍ୱକର୍ମଣେ ନମଃ।9। 


ॐ ବିଭାବସବେ ନମଃ।10। 


ॐ ବିଶ୍ୱରୂପାୟ ନମଃ।11। 


ॐ ବିଶ୍ୱକର୍ତ୍ତ୍ରେ ନମଃ।12।


ॐ ମାର୍ତ୍ତଣ୍ଡାୟ ନମଃ।13। 


ॐ ମିହିରାୟ ନମଃ।14। 


ॐ ଅଂଶୁମତେ ନମଃ।15। 


ॐ ଆଦିତ୍ୟାୟ ନମଃ।16। 


ॐଉଷ୍ଣଗବେ ନମଃ।17। 


ॐ ସୂର୍ୟାୟ ନମଃ।18। 


ॐଅର୍ଯ୍ୟମଣେ ନମଃ।19।


ॐ ବ୍ରଧ୍ନାୟ ନମଃ।20।


ॐଦିବାକରାୟ ନମଃ।21। 


ॐ ଦ୍ୱଦଶାତ୍ମନେ ନମଃ।22। 


ॐସପ୍ତହୟାୟ ନମଃ।23।


ॐ ଭାସ୍କରାୟନମଃ।24।


ॐ ଅହସ୍କରାୟନମଃ।25।


ॐ ଖଗାୟ ନମଃ।26। 


ॐ ସୁରାୟ ନମଃ।27।


ॐ ପ୍ରଭାକରାୟ ନମଃ।28। 


ॐ ଶ୍ରୀମତେ ନମଃ।29।


ॐ ଲୋକଚକ୍ଷଷେ ନମଃ।30।


ॐ ଗ୍ରହେଶ୍ୱରାୟ ନମଃ।31।


ॐ ଲୋକେଶାୟ ନମଃ।32।


ॐ ଲୋକସାକ୍ଷିଣେ ନମଃ।33।


ॐ ତମୋରୟେ ନମଃ।34।


ॐ ଶାଶ୍ୱତାୟ ନମଃ।35।


ॐ ମୁଚୟେ ନମଃ।36।


ॐ ଗଭସ୍ତିହସ୍ତାୟ ନମଃ।37।


ॐ ତୀବ୍ରାଂଶବେ ନମଃ।38।


ॐ ତରଣୟେ ନମଃ।39।


ॐ ସୁମହୋରୁଣୟେ ନମଃ।40।


ॐ ଦ୍ୟୁମଣୟେ ନମଃ।41।


ॐ ହରିଦଶ୍ୱାୟ ନମଃ।42।


ॐଅର୍କାୟ ନମଃ।43। 


ॐ ଭାନୁମତେ ନମଃ।44।


ॐ ଭୟନାଶନାୟ ନମଃ।45।


ॐ ଛନ୍ଦୋऽଶ୍ୱାୟ ନମଃ।46।


ॐ ବେଦବେଦ୍ୟାୟ ନମଃ।47।


ॐ ଭାସ୍ୱତେ ନମଃ।48।


ॐ ପୂଷ୍ଣେ ନମଃ।49।


ॐ ବୃଷାକପୟେ ନମଃ।50।


ॐ ଏକ ଚକ୍ରରଥାୟ ନମଃ।51


ॐ ମିତ୍ରାୟ ନମଃ।52।


ॐ ମନ୍ଦେହାରୟେ ନମଃ।53।


ॐ ତମିସ୍ରହନ୍ତ୍ରେ ନମଃ।54।


ॐ ଦୈତ୍ୟହନ୍ତ୍ରେ ନମଃ।55।


ॐ ପାପହର୍ତ୍ରେ ନମଃ।56।


ॐ ଧର୍ମାୟ ନମଃ।57।


ॐ ପ୍ରକାଶକାୟ ନମଃ।58।


ॐ ହେଳିକାୟ ନମଃ।59।


ॐ ଚିତ୍ରଭାନବେ ନମଃ।60।


ॐ କଳିଘ୍ନାୟ ନମଃ।61।


ॐ ତାର୍କ୍ଷ୍ୟବାହନାୟ ନମଃ।62।


ॐ ଦିକ୍ପତୟେ ନମଃ।63।


ॐ ପଦ୍ମିନୀନାଥାୟ  ନମଃ।64।


ॐ କୁଶେଶୟକରାୟ ନମଃ।65।


ॐ ହରୟେ ନମଃ।66।


ॐ ଘର୍ମରଶ୍ମୟେ ନମଃ।67।


ॐ ଦୁର୍ନିରୀକ୍ଷ୍ୟାୟ ନମଃ।68।


ॐ ଚଣ୍ଡାଂଶବେ ନମଃ।69।


ॐ କଶ୍ୟପାତ୍ମଜାୟ  ନମଃ।70।


🙏🏻🙏🏻🙏🏻🙏🏻🙏🏻🙏🏻


ଶାସ୍ତ୍ରୀୟ ବିଧାନମ୍ -


ଏଭିଃ ସପ୍ତତିସଂଖ୍ୟକୈଃ ପୂଣ୍ୟୈଃ ସୂର୍ଯ୍ୟସ୍ୟ ନାମଭିଃ,

ପ୍ରଣବାଦି ଚତୁର୍ଥ୍ୟନ୍ତୈଃ ନମସ୍କାରସମାଯୁତୈଃ ।


ପ୍ରତ୍ୟେକମୁଚ୍ଚରନ୍ନାମ  ଦୃଷ୍ଟ୍ୱାଦେବଂ ଦିବାକରମ୍,

ଏବଂ କୁର୍ବନ୍ନରୋ ଯାତି ନ ଦାରିଦ୍ର୍ୟ ନ ଶୋକ ଭାକ୍ ।


ବ୍ୟଧିଭିଃ ମୁଚ୍ୟତେ ଘୋରୈ- ରପି ଜନ୍ମାନ୍ତଗର୍ଜିତୈଃ,

ବିନୌଷଧୈର୍ବିନାବୈଦ୍ୟୈଃ ବିନାପଥ୍ୟପରିଗ୍ରହୈଃ ।


ବିଗୃହ୍ୟପାଣିଯୁଗ୍ମେନ ତାମ୍ରପାତ୍ରଂ ସୁନିର୍ମଳମ୍,

ଜାନୁଭ୍ୟାମବନୀଂ ଗତ୍ୱା ପରିପୂର୍ଯ୍ୟ ଜଳେନ ଚ ।


କରବୀରାଦି କୁସୁମୈଃ ରକ୍ତଚନ୍ଦନମିଶ୍ରିତୈଃ ,

ଦୁର୍ବାଙ୍କୁରୈରକ୍ଷତୈଶ୍ଚ ନିକ୍ଷିପ୍ତୈଃ ପାତ୍ରମଧ୍ୟତଃ ।


ଦଦ୍ୟାଦର୍ଘ୍ୟମନର୍ଘାୟ ସବିତ୍ରେ ଧ୍ୟାନପୂର୍ବକମ୍ ,

ଉପାମୌଳୀ ସମାନୀୟ ତତ୍ପାତ୍ରେ ନାନ୍ୟଦିଙ୍ ମନାଃ ।


ପ୍ରତିମନ୍ତ୍ରଂ ନମସ୍କୁର୍ୟା- ଦୁଦୟାସ୍ତମିତେ ରବୌ ,

ଅନୟା ନାମସପ୍ତତ୍ୟା ମହାମନ୍ତ୍ରରହସ୍ୟୟା ।   


            ଏବମର୍ଘ୍ୟଂ ପ୍ରକଳ୍ପ୍ୟ ପାଦ୍ୟାଦିଭିଃ ସମ୍ପୂଜ୍ୟ ପ୍ରଣମ୍ୟ ଯଥୋକ୍ତବିଧିନା ପ୍ରତ୍ୟେକ ନାମ୍ନା ବୃହତ୍ପାତ୍ରେ ଘଟେ ଜଳେ ବା ଅର୍ଘ୍ୟଂ ଦଦ୍ୟାତ୍।


🙏🏻🙏🏻🙏🏻🙏🏻🙏🏻


               

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍