ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍
🥀🟣 ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍ 🟣🥀
( ଏହି ସ୍ତୋତ୍ର କୁ ପାଠ କଲେ ସମସ୍ତ ବିପଦରୁ ମୁକ୍ତି ମିଳେ । ଏକରୁ ଛଅ ମାସ ପର୍ଯ୍ୟନ୍ତ ତ୍ରିସନ୍ଧ୍ୟାରେ ଏହି ସ୍ତୋତ୍ର ପାଠ କରୁଥିବା ବ୍ୟକ୍ତି ଜନ୍ମ ଜନ୍ମାନ୍ତର ପାପରୁ ମୁକ୍ତ ହୋଇ ଅତୁଳନୀୟ ଲକ୍ଷ୍ମୀ, ପୁତ୍ର, ଯଶ- ପ୍ରତିଷ୍ଠା, ଧନ- ବୈଭବ, ଆୟୁ- ଐଶ୍ୱର୍ଯ୍ୟକୁ ପ୍ରାପ୍ତି ହୋଇଥାଏ ତଥାଡାକିନୀ- ଶାକିନୀ, ଭୂତ- ପ୍ରେତ- ପିଶାଚ- ଵୈତାଳ, ରାଜା, ଘୋର ସଂକଟ, ଯୁଦ୍ଧ ଆଦି ବିପଦ ଏବଂ ଦରିଦ୍ରତାରୁ ସୁରକ୍ଷା ପାଇଥାଏ ।)
🔹 ଏହି ସ୍ତୋତ୍ର ମାହାତ୍ମ୍ୟ ରେ ଉକ୍ତ ବିଷୟରେ ଲିଖିତ ଅଛି ।
ଯଥା -
ଈଶ୍ବରେଣ କୃତଂ ସ୍ତୋତ୍ରଂ ପ୍ରାଣିନାଂ ହିତକାରଣମ୍ ।
ସ୍ତୁବନ୍ତି ଵ୍ରାହ୍ମଣା ନିତ୍ୟଂ ଦାରିଦ୍ର୍ୟଂ ନ ଚ ବର୍ଦ୍ଧତେ ।।
🔹 ଏହି ସ୍ତୋତ୍ର ପାଠ ର ବିଧାନ ହେଉଛି ଯେକୌଣସି ଶୁକ୍ରବାର ସନ୍ଧ୍ୟାରେ ଶୁଦ୍ଧତା ପୂର୍ବକ ( ସ୍ନାନ- ଧ୍ୟାନ ଆଦି ସମାପ୍ତ କରି ) ଗୋଟିଏ ପୀଢା ( କାଠ ଚୌକି ) ରେ ଏକ ଲାଲ ରଙ୍ଗର ବସ୍ତ୍ର ବିଛାଇ ତା ଉପରେ ଅରୁଆଚାଉଳ ରେ ଅଷ୍ଟଦଳ ପଦ୍ମ ଫୁଲ ତିଆରି କରି, ସେହି ପଦ୍ମର ମଧ୍ୟଭାଗରେ ଶ୍ରୀଯନ୍ତ୍ରର ସ୍ଥାପନା କରନ୍ତୁ ।
( ମାତା ମହାଲକ୍ଷ୍ମୀଙ୍କୁ ଧ୍ୟାନ କରି ଧୂପ- ଦୀପ ଦେଇ ଶ୍ରୀଯନ୍ତ୍ରର ପୂଜା କରନ୍ତୁ । ପୂଜା ସମାପ୍ତି ପରେ ଏହି ସ୍ତୋତ୍ର କୁ ଶ୍ରଦ୍ଧା ର ସହ ପାଠ କରି ନିଜ ମନସ୍କାମନା ବ୍ୟକ୍ତ କରନ୍ତୁ । ଏହି ସ୍ତୋତ୍ର ର ପାଠ ନିୟମିତ ଗୋଟିଏ ଥର ସନ୍ଧ୍ୟାରେ କିମ୍ବା ତ୍ରିସନ୍ଧ୍ୟାରେ କରିପାରିବେ । କୌଣସି ବିଶିଷ୍ଟ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଗୋଟିଏ ମାସ, ଦୁଇ, ତିନି, ଚାରି, ପାଞ୍ଚ ଅଥବା ଛଅ ମାସ ସଂକଳ୍ପ ନେଇ କରି ପାରିବେ । )
🔸 ଅଥ ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍ 🔸
ଶ୍ରୀ ଗଣେଶାୟ ନମଃ ।
ଓଂ ଅସ୍ୟ ଶ୍ରୀସିଦ୍ଧିଲକ୍ଷ୍ମୀସ୍ତୋତ୍ରସ୍ୟ ହିରଣ୍ୟଗର୍ଭ ଋଷିଃ, ଅନୁଷ୍ଟୁପ୍ ଛନ୍ଦଃ, ସିଦ୍ଧିଲକ୍ଷ୍ମୀର୍ଦେଵତା, ମମ ସମସ୍ତ ଦୁଃଖକ୍ଲେଶପୀଡାଦାରିଦ୍ର୍ୟଵିନାଶାର୍ଥଂ
ସର୍ଵଲକ୍ଷ୍ମୀପ୍ରସନ୍ନକରଣାର୍ଥଂ ମହାକାଲୀମହାଲକ୍ଷ୍ମୀମହାସରସ୍ଵତୀଦେଵତାପ୍ରୀତ୍ୟର୍ଥଂ ଚ ସିଦ୍ଧିଲକ୍ଷ୍ମୀସ୍ତୋତ୍ରଜପେ ଵିନିୟୋଗଃ ।
🔸ଅଥ କରନ୍ୟାସଃ
ଓଂ ସିଦ୍ଧିଲକ୍ଷ୍ମୀ ଅଙ୍ଗୁଷ୍ଠାଭ୍ୟାଂ ନମଃ ।
ଓଂ ହ୍ରୀଂ ଵିଷ୍ଣୁହୃଦୟେ ତର୍ଜନୀଭ୍ୟାଂ ନମଃ ।
ଓଂ କ୍ଲୀଂ ଅମୃତାନନ୍ଦେ ମଧ୍ୟମାଭ୍ୟାଂ ନମଃ ।
ଓଂ ଶ୍ରୀଂ ଦୈତ୍ୟମାଲିନୀ ଅନାମିକାଭ୍ୟାଂ ନମଃ ।
ଓଂ ତଂ ତେଜଃପ୍ରକାଶିନୀ କନିଷ୍ଠିକାଭ୍ୟାଂ ନମଃ ।
ଓଂ ହ୍ରୀଂ କ୍ଲୀଂ ଶ୍ରୀଂ ବ୍ରାହ୍ମୀ ଵୈଷ୍ଣଵୀ ମାହେଶ୍ଵରୀ
କରତଲକରପୃଷ୍ଠାଭ୍ୟାଂ ନମଃ ।
🔸ଅଥ ହୃଦୟାଦିନ୍ୟାସଃ ।
ଓଂ ସିଦ୍ଧିଲକ୍ଷ୍ମୀ ହୃଦୟାୟ ନମଃ ।
ଓଂ ହ୍ରୀଂ ଵୈଷ୍ଣଵୀ ଶିରସେ ସ୍ଵାହା ।
ଓଂ କ୍ଲୀଂ ଅମୃତାନନ୍ଦେ ଶିଖାୟୈ ଵୌଷଟ୍ ।
ଓଂ ଶ୍ରୀଂ ଦୈତ୍ୟମାଲିନୀ କଵଚାୟ ହୁମ୍ ।
ଓଂ ତଂ ତେଜଃପ୍ରକାଶିନୀ ନେତ୍ରଦ୍ଵୟାୟ ଵୌଷଟ୍ ।
ଓଂ ହ୍ରୀଂ କ୍ଲୀଂ ଶ୍ରୀଂ ବ୍ରାହ୍ମୀଂ ଵୈଷ୍ଣଵୀଂ ଫଟ୍ ॥
🟣 ।। ଅଥ ଧ୍ୟାନମ୍ ॥ 🟣
ୟା ଶ୍ରୀଃ ପଦ୍ମଵନେ କଦମ୍ବଶିଖରେ ରାଜଗୃହେ କୁଞ୍ଜରେ
ଶ୍ଵେତେ ଚାଶ୍ଵୟୁତେ ଵୃଷେ ଚ ୟୁଗଲେ ୟଜ୍ଞେ ଚ ୟୂପସ୍ଥିତେ ।
ଶଙ୍ଖେ ଦେଵକୁଲେ ନରେନ୍ଦ୍ରଭଵନେ ଗଙ୍ଗାତଟେ ଗୋକୁଲେ
ସା ଶ୍ରୀସ୍ତିଷ୍ଠତୁ ସର୍ଵଦା ମମ ଗୃହେ ଭୂୟାତ୍ସଦା ନିଶ୍ଚଲା ॥
ବ୍ରାହ୍ମୀଂ ଚ ଵୈଷ୍ଣଵୀଂ ଭଦ୍ରାଂ ଷଡ୍ଭୁଜାଂ ଚ ଚତୁର୍ମୁଖାମ୍ ।
ତ୍ରିନେତ୍ରାଂ ଚ ତ୍ରିଶୂଲାଂ ଚ ପଦ୍ମଚକ୍ରଗଦାଧରାମ୍ ॥ ୧॥
ପୀତାମ୍ବରଧରାଂ ଦେଵୀଂ ନାନାଲଙ୍କାରଭୂଷିତାମ୍ ।
ତେଜଃପୁଞ୍ଜଧରାଂ ଶ୍ରେଷ୍ଠାଂ ଧ୍ୟାୟେଦ୍ବାଲକୁମାରିକାମ୍ ॥ ୨॥
ଓଂକାରଲକ୍ଷ୍ମୀରୂପେଣ ଵିଷ୍ଣୋର୍ହୃଦୟମଵ୍ୟୟମ୍ ।
ଵିଷ୍ଣୁମାନନ୍ଦମଧ୍ୟସ୍ଥଂ ହ୍ରୀଂକାରବୀଜରୂପିଣୀ ॥ ୩॥
ଓଂ କ୍ଲୀଂ ଅମୃତାନନ୍ଦଭଦ୍ରେ ସଦ୍ୟ ଆନନ୍ଦଦାୟିନୀ ।
ଓଂ ଶ୍ରୀଂ ଦୈତ୍ୟଭକ୍ଷରଦାଂ ଶକ୍ତିମାଲିନୀ ଶତ୍ରୁମର୍ଦିନୀ ॥ ୪॥
ତେଜଃପ୍ରକାଶିନୀ ଦେଵୀ ଵରଦା ଶୁଭକାରିଣୀ ।
ବ୍ରାହ୍ମୀ ଚ ଵୈଷ୍ଣଵୀ ଭଦ୍ରା କାଲିକା ରକ୍ତଶାମ୍ଭଵୀ ॥ ୫॥
ଆକାରବ୍ରହ୍ମରୂପେଣ ଓଂକାରଂ ଵିଷ୍ଣୁମଵ୍ୟୟମ୍ ।
ସିଦ୍ଧିଲକ୍ଷ୍ମି ପରାଲକ୍ଷ୍ମି ଲକ୍ଷ୍ୟଲକ୍ଷ୍ମି ନମୋଽସ୍ତୁତେ ॥ ୬॥
ସୂର୍ୟକୋଟିପ୍ରତୀକାଶଂ ଚନ୍ଦ୍ରକୋଟିସମପ୍ରଭମ୍ ।
ତନ୍ମଧ୍ୟେ ନିକରେ ସୂକ୍ଷ୍ମଂ ବ୍ରହ୍ମରୂପଵ୍ୟଵସ୍ଥିତମ୍ ॥ ୭॥
ଓଂକାରପରମାନନ୍ଦଂ କ୍ରିୟତେ ସୁଖସମ୍ପଦା ।
ସର୍ଵମଙ୍ଗଲମାଙ୍ଗଲ୍ୟେ ଶିଵେ ସର୍ଵାର୍ଥସାଧିକେ ॥ ୮॥
ପ୍ରଥମେ ତ୍ର୍ୟମ୍ବକା ଗୌରୀ ଦ୍ଵିତୀୟେ ଵୈଷ୍ଣଵୀ ତଥା ।
ତୃତୀୟେ କମଲା ପ୍ରୋକ୍ତା ଚତୁର୍ଥେ ସୁରସୁନ୍ଦରୀ ॥ ୯॥
ପଞ୍ଚମେ ଵିଷ୍ଣୁପତ୍ନୀ ଚ ଷଷ୍ଠେ ଚ ଵୈଏଷ୍ଣଵୀ ତଥା ।
ସପ୍ତମେ ଚ ଵରାରୋହା ଅଷ୍ଟମେ ଵରଦାୟିନୀ ॥ ୧୦॥
ନଵମେ ଖଡ୍ଗତ୍ରିଶୂଲା ଦଶମେ ଦେଵଦେଵତା ।
ଏକାଦଶେ ସିଦ୍ଧିଲକ୍ଷ୍ମୀର୍ଦ୍ଵାଦଶେ ଲଲିତାତ୍ମିକା ॥ ୧୧॥
ଏତତ୍ସ୍ତୋତ୍ରଂ ପଠନ୍ତସ୍ତ୍ଵାଂ ସ୍ତୁଵନ୍ତି ଭୁଵି ମାନଵାଃ ।
ସର୍ଵୋପଦ୍ରଵମୁକ୍ତାସ୍ତେ ନାତ୍ର କାର୍ୟା ଵିଚାରଣା ॥ ୧୨॥
ଏକମାସଂ ଦ୍ଵିମାସଂ ଵା ତ୍ରିମାସଂ ଚ ଚତୁର୍ଥକମ୍ ।
ପଞ୍ଚମାସଂ ଚ ଷଣ୍ମାସଂ ତ୍ରିକାଲଂ ୟଃ ପଠେନ୍ନରଃ ॥ ୧୩॥
ବ୍ରାହ୍ମଣାଃ କ୍ଲେଶତୋ ଦୁଃଖଦରିଦ୍ରା ଭୟପୀଡିଅତାଃ ।
ଜନ୍ମାନ୍ତରସହସ୍ରେଷୁ ମୁଚ୍ୟନ୍ତେ ସର୍ଵକ୍ଲେଶତଃ ॥ ୧୪॥
ଅଲକ୍ଷ୍ମୀର୍ଲଭତେ ଲକ୍ଷ୍ମୀମପୁତ୍ରଃ ପୁତ୍ରମୁତ୍ତମମ୍ ।
ଧନ୍ୟଂ ୟଶସ୍ୟମାୟୁଷ୍ୟଂ ଵହ୍ନିଚୌରଭୟେଷୁ ଚ ॥ ୧୫॥
ଶାକିନୀଭୂତଵେତାଲସର୍ଵଵ୍ୟାଧିନିପାତକେ ।
ରାଜଦ୍ଵାରେ ମହାଘୋରେ ସଙ୍ଗ୍ରାମେ ରିପୁସଙ୍କଟେ ॥ ୧୬॥
ସଭାସ୍ଥାନେ ଶ୍ମଶାନେ ଚ କାରାଗେହାରିବନ୍ଧନେ ।
ଅଶେଷଭୟସମ୍ପ୍ରାପ୍ତୌ ସିଦ୍ଧିଲକ୍ଷ୍ମୀଂ ଜପେନ୍ନରଃ ॥ ୧୭॥
ଈଶ୍ଵରେଣ କୃତଂ ସ୍ତୋତ୍ରଂ ପ୍ରାଣିନାଂ ହିତକାରଣମ! ।
ସ୍ତୁଵନ୍ତି ବ୍ରାହ୍ମଣା ନିତ୍ୟଂ ଦାରିଦ୍ର୍ୟଂ ନ ଚ ଵର୍ଧତେ ॥ ୧୮॥
ୟା ଶ୍ରୀଃ ପଦ୍ମଵନେ କଦମ୍ବଶିଖରେ ରାଜଗୃହେ କୁଞ୍ଜରେ
ଶ୍ଵେତେ ଚାଶ୍ଵୟୁତେ ଵୃଷେ ଚ ୟୁଗଲେ ୟଜ୍ଞେ ଚ ୟୂପସ୍ଥିତେ ।
ଶଙ୍ଖେ ଦେଵକୁଲେ ନରେନ୍ଦ୍ରଭଵନେ ଗଙ୍ଗାତଟେ ଗୋକୁଲେ
ସା ଶ୍ରୀସ୍ତିଷ୍ଠତୁ ସର୍ଵଦା ମମ ଗୃହେ ଭୂୟାତ୍ସଦା ନିଶ୍ଚଲା ॥ ୧୯॥
॥ ଇତି ଶ୍ରୀବ୍ରହ୍ମାଣ୍ଡପୁରାଣେ ଈଶ୍ଵରଵିଷ୍ଣୁସଂଵାଦେ ଦାରିଦ୍ର୍ୟନାଶନଂ
ସିଦ୍ଧିଲକ୍ଷ୍ମୀସ୍ତୋତ୍ରଂ ସମ୍ପୂର୍ଣମ୍ ॥
Comments
Post a Comment