Posts

Showing posts from December, 2021

ଜଗନ୍ନାଥ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ

 🔴ଜଗନ୍ନାଥ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ🔴 ➖➖➖➖➖➖➖➖➖➖➖➖ ( ଛତିଶା ନିଯୋଗ ଓ ୧୨୦ ପ୍ରକାରର ସେବକ ) ଶ୍ରୀଜଗନ୍ନାଥ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ ସେବକ ନାମରେ ଜଣା । ଶ୍ରୀମନ୍ଦିରର ଦୈନଦିନ ନୀତି ସଂପାଦନ କରିବା ପାଇଁ ୧୧୯ ପ୍ରକାର ସେବା ରହିଅଛି । ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ସଂଶୋଧନ କରାଯାଇ୧୯୮୮ ମସିହାରେ ୧୨୦ ତମ ସେବାଭାବେ ବେହେରା କରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛିା          ଶ୍ରୀମତ୍ ଶଙ୍କରାଚାର୍ଯ୍ୟଙ୍କ ଆଗମନ ପୂର୍ବରୁ, କେବଳ ଦଇତା ଓ ପତିମାନେ ଶ୍ରୀଜଗନ୍ନାଥଙ୍କର ସେବକ ଥିଲେ । ଶଙ୍କରାଚାର୍ଯ୍ୟଙ୍କ ସମୟରେ ଏହା ଛଅଗୋଟି ନିଯୋଗକୁ ବୃଦ୍ଧି ପାଇଲା । ଅନଙ୍ଗ ଭୀମଦେବଙ୍କ ସମୟରେ, ନାରଦୀୟ ସେବକ ରୂପେ ବୀଣାକାର ଓ ପୁରାଣପଣ୍ଡା ଶ୍ରୋତ୍ରୀୟ ବ୍ରାହ୍ମଣମାନେ ନିଯୁକ୍ତି ପାଇଲେ । ଅନଙ୍ଗ ଭୀମଦେବଙ୍କ ମନ୍ତ୍ରୀ ପରମହଂସ ବାଜପେୟୀ 'ମାର୍କଣ୍ଡେୟ ସେବକ ନିଯୋଗ'ରେ ଶୂଦ୍ରାଦିଙ୍କୁ ନିଯିକ୍ତ କଲେ । ଭୋଇ ବଂଶୀୟ ରାଜା ନରସିଂହ ଦେବ 'ଗରାବଡୁ ସେବକ' ଓ ରାଜା ମୁକୁନ୍ଦଦେବ 'ମୁଖସିଂହାର ନିଯୋଗ' ଆରମ୍ଭ କଲେ । କାଳକ୍ରମେ ନିଯୋଗ ସଂଖ୍ୟା ବୃଦ୍ଧି ପାଇଲା । ଶ୍ରୀମନ୍ଦିରର ସ୍ୱତନ୍ତ୍ର ଅଧିକାରୀଙ୍କଦ୍ୱାରା ୧୯୫୫ରେ ପ୍ରଦତ୍ତ ତଥ୍ୟ ଅନୁସାରେ ସେତେବେଳ ୨୫୦ନିଯୋଗ କାର୍ଯ୍ୟରତ ଥିଲେ ।         ଶ୍ରୀମନ୍ଦିରର ଦୈନଦିନ ...

तांत्रिक ग्रंथों में अष्ट भैरव के नामों की प्रसिद्धि है

Image
 तांत्रिक ग्रंथों में अष्ट भैरव के नामों की प्रसिद्धि है. वे इस प्रकार हैं- 1. असितांग भैरव, 2. चंड भैरव, 3. रूरू भैरव, 4. क्रोध भैरव, 5. उन्मत्त भैरव, 6. कपाल भैरव, 7. भीषण भैरव 8. संहार भैरव. आइये जानते है भगवान #भैरव के इन आठ रूपों को. ⚫ क्रोध भैरव:- भगवान भैरव के इस रूप का रंग नीला होता है तथा इनकी सवारी गरुड़ होती है. भगवान शिव के भाति ही क्रोध भैरव की भी तीन आंखे होती है तथा ये दक्षिण और पश्चिम के स्वामी माने जाते है. काल भैरव के इस रूप की पूजा करने पर सभी प्रकार की मुसीबतो और परेशानियों से मुक्ति मिलती है तथा व्यक्ति में इन मुसीबतो एवं परेशनियों से लड़ने की क्षमता बढ़ती है. ◼️कपाल भैरव:- भैरव जी का यह रूप चमकीला होता है तथा इस रूप में वह हाथी पर सवारी करते है. इस रूप में काल भैरव के चार हाथ होते है, अपने दाए दो हाथो में वे त्रिशूल और तलवार पकड़े है तथा उनके बाये दो हाथो में एक अश्त्र और एक पात्र है. भगवान भैरव के इस रूप की पूजा करने पर व्यक्ति सभी क़ानूनी कार्रवाइयों से मुक्ति प्राप्त करता है तथा उसके सारे अटके काम बनने लगते है. ◼️असितांग भैरव असितांग भैरव की भी तीन आँखे होती है ...

ଶ୍ରୀଧନଲକ୍ଷ୍ମୀସ୍ତୋତ୍ରମ୍

 🔴 ଶ୍ରୀଧନଲକ୍ଷ୍ମୀସ୍ତୋତ୍ରମ୍ 🔴 ଶ୍ରୀଧନଦା ଉଵାଚ- ଦେଵୀ ଦେଵମୁପାଗମ୍ୟ ନୀଲକଣ୍ଠଂ ମମ ପ୍ରିୟମ୍ । କୃପୟା ପାର୍ଵତୀ ପ୍ରାହ ଶଙ୍କରଂ କରୁଣାକରମ୍ ॥ ୧॥ ଶ୍ରୀଦେଵ୍ୟୁଵାଚ- ବ୍ରୂହି ଵଲ୍ଲଭ ସାଧୂନାଂ ଦରିଦ୍ରାଣାଂ କୁଟୁମ୍ବିନାମ୍ । ଦରିଦ୍ର-ଦଲନୋପାୟମଞ୍ଜସୈଵ ଧନପ୍ରଦମ୍ ॥ ୨॥ ଶ୍ରୀଶିଵ ଉଵାଚ- ପୂଜୟନ୍ ପାର୍ଵତୀଵାକ୍ୟମିଦମାହ ମହେଶ୍ଵରଃ । ଉଚିତଂ ଜଗଦମ୍ବାସି ତଵ ଭୂତାନୁକମ୍ପୟା ॥ ୩॥ ସସୀତଂ ସାନୁଜଂ ରାମଂ ସାଞ୍ଜନେୟଂ ସହାନୁଗମ୍ । ପ୍ରଣମ୍ୟ ପରମାନନ୍ଦଂ ଵକ୍ଷ୍ୟେଽହଂ ସ୍ତୋତ୍ରମୁତ୍ତମମ୍ ॥ ୪॥ ଧନଦଂ ଶ୍ରଦ୍ଦଧାନାନାଂ ସଦ୍ୟଃ ସୁଲଭକାରକମ୍ । ୟୋଗକ୍ଷେମକରଂ ସତ୍ୟଂ ସତ୍ୟମେଵ ଵଚୋ ମମ ॥ ୫॥ ପଠନ୍ତଃ ପାଠୟନ୍ତୋଽପି ବ୍ରାହ୍ମଣୈରାସ୍ତିକୋତ୍ତମୈଃ । ଧନଲାଭୋ ଭଵେଦାଶୁ ନାଶମେତି ଦରିଦ୍ରତା ॥ ୬॥ ଭୂଭଵାଂଶଭଵାଂ ଭୂତ୍ୟୈ ଭକ୍ତିକଲ୍ପଲତାଂ ଶୁଭାମ୍ । ପ୍ରାର୍ଥୟେତ୍ତାଂ ୟଥାକାମଂ କାମଧେନୁସ୍ଵରୂପିଣୀମ୍ ॥ ୭॥ ଧର୍ମଦେ ଧନଦେ ଦେଵି ଦାନଶୀଲେ ଦୟାକରେ । ତ୍ଵଂ ପ୍ରସୀଦ ମହେଶାନି! ୟଦର୍ଥଂ ପ୍ରାର୍ଥୟାମ୍ୟହମ୍ ॥ ୮॥ ଧରାମରପ୍ରିୟେ ପୁଣ୍ୟେ ଧନ୍ୟେ ଧନଦପୂଜିତେ । ସୁଧନଂ ଧାର୍ମିକଂ ଦେହି ୟଜମାନାୟ ସତ୍ଵରମ୍ ॥ ୯॥  var   ୟଜନାୟ ସୁସତ୍ଵରମ୍ ରମ୍ୟେ ରୁଦ୍ରପ୍ରିୟେ ରୂପେ ରାମରୂପେ ରତିପ୍ରିୟେ । ଶିଖୀସଖମନୋମୂର୍ତ୍ତେ ପ୍ରସୀଦ ପ୍ରଣତେ ମୟି ॥ ୧୦॥  var   ଶଶିପ୍ରଭମନୋମୂର୍ତେ ଆରକ୍ତ-ଚରଣାମ୍ଭୋଜେ ସିଦ୍ଧି-ସ...

ଶ୍ରୀମହାଲକ୍ଷ୍ମୀସ୍ତୋତ୍ରମ୍ ( ଵିଷ୍ଣୁପୁରାଣାନ୍ତର୍ଗତମ୍ )

 ଶ୍ରୀମହାଲକ୍ଷ୍ମୀସ୍ତୋତ୍ରମ୍  ( ଵିଷ୍ଣୁପୁରାଣାନ୍ତର୍ଗତମ୍ ) ଶ୍ରୀଗଣେଶାୟ ନମଃ । ଶ୍ରୀପରାଶର ଉଵାଚ ସିଂହାସନଗତଃ ଶକ୍ରସ୍ସମ୍ପ୍ରାପ୍ୟ ତ୍ରିଦିଵଂ ପୁନଃ । ଦେଵରାଜ୍ୟେ ସ୍ଥିତୋ ଦେଵୀଂ ତୁଷ୍ଟାଵାବ୍ଜକରାଂ ତତଃ ॥ ୧॥ ଇନ୍ଦ୍ର ଉଵାଚ ନମସ୍ୟେ ସର୍ଵଲୋକାନାଂ ଜନନୀମବ୍ଜସମ୍ଭଵାମ୍ । var  ସର୍ଵଭୂତାନାଂ ଶ୍ରିୟମୁନ୍ନିଦ୍ରପଦ୍ମାକ୍ଷୀଂ ଵିଷ୍ଣୁଵକ୍ଷଃସ୍ଥଲସ୍ଥିତାମ୍ ॥ ୨॥ ପଦ୍ମାଲୟାଂ ପଦ୍ମକରାଂ ପଦ୍ମପତ୍ରନିଭେକ୍ଷଣାମ୍ ଵନ୍ଦେ ପଦ୍ମମୁଖୀଂ ଦେଵୀଂ ପଦ୍ମନାଭପ୍ରିୟାମହମ୍ ॥ ୩॥ ତ୍ଵଂ ସିଦ୍ଧିସ୍ତ୍ଵଂ ସ୍ଵଧା ସ୍ଵାହା ସୁଧା ତ୍ଵଂ ଲୋକପାଵନୀ । ସନ୍ଧ୍ୟା ରାତ୍ରିଃ ପ୍ରଭା ଭୂତିର୍ମେଧା ଶ୍ରଦ୍ଧା ସରସ୍ଵତୀ ॥ ୪॥ ୟଜ୍ଞଵିଦ୍ୟା ମହାଵିଦ୍ୟା ଗୁହ୍ୟଵିଦ୍ୟା ଚ ଶୋଭନେ । ଆତ୍ମଵିଦ୍ୟା ଚ ଦେଵି ତ୍ଵଂ ଵିମୁକ୍ତିଫଲଦାୟିନୀ ॥ ୫॥ ଆନ୍ଵୀକ୍ଷିକୀ ତ୍ରୟୀ ଵାର୍ତା ଦଣ୍ଡନୀତିସ୍ତ୍ଵମେଵ ଚ । ସୌମ୍ୟାସୌମ୍ୟୈର୍ଜଗଦ୍ରୂପୈସ୍ତ୍ଵୟୈତଦ୍ଦେଵି ପୂରିତମ୍ ॥ ୬॥ କା ତ୍ଵନ୍ୟା ତ୍ଵାମୃତେ ଦେଵି ସର୍ଵୟଜ୍ଞମୟଂ ଵପୁଃ । ଅଧ୍ୟାସ୍ତେ ଦେଵଦେଵସ୍ୟ ୟୋଗଚିନ୍ତ୍ୟଂ ଗଦାଭୃତଃ ॥ ୭॥ ତ୍ଵୟା ଦେଵି ପରିତ୍ୟକ୍ତଂ ସକଲଂ ଭୁଵନତ୍ରୟମ୍ । ଵିନଷ୍ଟପ୍ରାୟମଭଵତ୍ତ୍ଵୟେଦାନୀଂ ସମେଧିତମ୍ ॥ ୮॥ ଦାରାଃ ପୁତ୍ରାସ୍ତଥାଽଽଗାରସୁହୃଦ୍ଧାନ୍ୟଧନାଦିକମ୍ । ଭଵତ୍ୟେତନ୍ମହାଭାଗେ ନିତ୍ୟଂ ତ୍ଵଦ୍ଵୀକ୍ଷଣାନ୍ନୃଣାମ୍ ॥ ୯॥ ଶରୀରାରୋଗ୍ୟମୈଶ୍ଵର୍ୟମରିପକ୍ଷକ୍ଷୟଃ ସୁଖମ୍ । ଦେଵି ତ୍ଵଦ୍ଦୃ...

ଶ୍ରୀଵୈଭଵଲକ୍ଷ୍ମୀ ଅର୍ଚନା

 ଶ୍ରୀଵୈଭଵଲକ୍ଷ୍ମୀ ଅର୍ଚନା  ଶ୍ରୀପାର୍ଵତି ସରସ୍ଵତି ମହାଲକ୍ଷ୍ମି ନମୋଽସ୍ତୁ ତେ । ଵିଷ୍ଣୁପ୍ରିୟେ ମହାମାୟେ ମହାଲକ୍ଷ୍ମି ନମୋଽସ୍ତୁ ତେ । କମଲେ ଵିମଲେ ଦେଵି ମହାଲକ୍ଷ୍ମି ନମୋଽସ୍ତୁ ତେ । କାରୁଣ୍ୟନିଲୟେ ଦେଵି ମହାଲକ୍ଷ୍ମି ନମୋଽସ୍ତୁ ତେ । ଦାରିଦ୍ର୍ୟଦୁଃଖଶମନି ମହାଲକ୍ଷ୍ମି ନମୋଽସ୍ତୁ ତେ । ଶ୍ରୀଦେଵି ନିତ୍ୟକଲ୍ୟାଣି ମହାଲକ୍ଷ୍ମି ନମୋଽସ୍ତୁ ତେ । ସମୁଦ୍ରତନୟେ ଦେଵି ମହାଲକ୍ଷ୍ମି ନମୋଽସ୍ତୁ ତେ । ରାଜଲକ୍ଷ୍ମି ରାଜ୍ୟଲକ୍ଷ୍ମି ମହାଲକ୍ଷ୍ମି ନମୋଽସ୍ତୁ ତେ । ଵୀରଲକ୍ଷ୍ମି ଵିଶ୍ଵଲକ୍ଷ୍ମି ମହାଲକ୍ଷ୍ମି ନମୋଽସ୍ତୁ ତେ । ମୂକହନ୍ତ୍ରି ମନ୍ତ୍ରରୂପେ ମହାଲକ୍ଷ୍ମି ନମୋଽସ୍ତୁ ତେ । ୧୦ ମହିଷାସୁରସଂହର୍ତ୍ରି ମହାଲକ୍ଷ୍ମି ନମୋଽସ୍ତୁ ତେ । ମଧୁକୈଟଭଵିଦ୍ରାଵେ ମହାଲକ୍ଷ୍ମି ନମୋଽସ୍ତୁ ତେ । ଶଙ୍ଖଚକ୍ରଗଦାହସ୍ତେ ମହାଲକ୍ଷ୍ମି ନମୋଽସ୍ତୁ ତେ । ଵୈକୁଣ୍ଠହୃଦୟାଵାସେ ମହାଲକ୍ଷ୍ମି ନମୋଽସ୍ତୁ ତେ । ପକ୍ଷୀନ୍ଦ୍ରଵାହନେ ଦେଵି ମହାଲକ୍ଷ୍ମି ନମୋଽସ୍ତୁ ତେ । ଧାନ୍ୟରୂପେ ଧାନ୍ୟଲକ୍ଷ୍ମି ମହାଲକ୍ଷ୍ମି ନମୋଽସ୍ତୁ ତେ । ସ୍ଵର୍ଣରୂପେ ସ୍ଵର୍ଣଲକ୍ଷ୍ମି ମହାଲକ୍ଷ୍ମି ନମୋଽସ୍ତୁ ତେ । ଵିତ୍ତରୂପେ ଵିତ୍ତଲକ୍ଷ୍ମି ମହାଲକ୍ଷ୍ମି ନମୋଽସ୍ତୁ ତେ । ହରିପ୍ରିୟେ ଵେଦରୂପେ ମହାଲକ୍ଷ୍ମି ନମୋଽସ୍ତୁ ତେ । ଫଲରୂପେ ଫଲଧାତ୍ରି ମହାଲକ୍ଷ୍ମି ନମୋଽସ୍ତୁ ତେ । ୨୦ ନିସ୍ତୁଲେ ନିର୍ମଲେ ନିତ୍ୟେ ମହାଲକ୍ଷ୍ମି ନମୋଽସ୍ତୁ ତେ । ରତ୍ନରୂପେ ରତ୍ନଲକ୍...