ଆପଦୁଦ୍ଧାରକବଟୁକଭୈରଵସ୍ତୋତ୍ରମ୍

 🌹 ଆପଦୁଦ୍ଧାରକବଟୁକଭୈରଵସ୍ତୋତ୍ରମ୍🌹

ଶ୍ରୀବଟୁକଭୈରଵାଷ୍ଟୋତ୍ତରଶତନାମସ୍ତୋତ୍ରମ୍ ଚ

           [ ବିଶ୍ବସାରତନ୍ତ୍ରୋକ୍ତମ୍ ]


      ॥ ଶ୍ରୀଗଣେଶାୟ ନମଃ ॥

॥ ଶ୍ରୀଉମାମହେଶ୍ଵରାଭ୍ୟାଂ ନମଃ ॥

       ॥ ଶ୍ରୀଗୁରଵେ ନମଃ ॥

      ॥ ଶ୍ରୀଭୈରଵାୟ ନମଃ ॥  

ମେରୁପୃଷ୍ଠେ ସୁଖାସୀନଂ ଦେଵଦେଵଂ ତ୍ରିଲୋଚନମ୍ ।

ଶଙ୍କରଂ ପରିପପ୍ରଚ୍ଛ ପାର୍ଵତୀ ପରମେଶ୍ଵରମ୍ ॥ ୧॥


ଶ୍ରୀପାର୍ଵତ୍ୟୁଵାଚ -

ଭଗଵନ୍ ସର୍ଵଧର୍ମଜ୍ଞ ସର୍ଵଶାସ୍ତ୍ରାଗମାଦିଷୁ ।

ଆପଦୁଦ୍ଧାରଣଂ ମନ୍ତ୍ରଂ ସର୍ଵସିଦ୍ଧିକରଂ ପରମ୍ ॥ ୨॥


ସର୍ଵେଷାଂ ଚୈଵ ଭୂତାନାଂ ହିତାର୍ଥଂ ଵାଞ୍ଛିତଂ ମୟା ।

ଵିଶେଷମତସ୍ତୁ ରାଜ୍ଞାଂ ଵୈ ଶାନ୍ତିପୁଷ୍ଟିପ୍ରସାଧନମ୍ ॥ ୩॥


ଅଙ୍ଗନ୍ୟାସକରନ୍ୟାସଦେହନ୍ୟାସସମନ୍ଵିତମ୍ ।

ଵକ୍ତୁମର୍ହସି ଦେଵେଶ ମମ ହର୍ଷଵିଵର୍ଦ୍ଧନମ୍ ॥ ୪॥


ଶଙ୍କର ଉଵାଚ -

ଶୃଣୁ ଦେଵି ମହାମନ୍ତ୍ରମାପଦୁଦ୍ଧାରହେତୁକମ୍ ।

ସର୍ଵଦୁଃଖପ୍ରଶମନଂ ସର୍ଵଶତ୍ରୁଵିନାଶନମ୍ ॥ ୫॥


ଅପସ୍ମାରାଦି ରୋଗାନାଂ ଜ୍ଵରାଦୀନାଂ ଵିଶେଷତଃ ।

ନାଶନଂ ସ୍ମୃତିମାତ୍ରେଣ ମନ୍ତ୍ରରାଜମିମଂ ପ୍ରିୟେ ॥ ୬॥


ଗ୍ରହରୋଗତ୍ରାଣନାଂ ଚ ନାଶନଂ ସୁଖଵର୍ଦ୍ଧନମ୍ ।

ସ୍ନେହାଦ୍ଵକ୍ଷ୍ୟାମି ତଂ ମନ୍ତ୍ରଂ ସର୍ଵସାରମିମଂ ପ୍ରିୟେ ॥ ୭॥


ସର୍ଵକାମାର୍ଥଦଂ ପୁଣ୍ୟଂ ରାଜ୍ୟଂ ଭୋଗପ୍ରଦଂ ନୃଣାମ୍ ।

ଆପଦୁଦ୍ଧାରଣମିତି ମନ୍ତ୍ରଂ ଵକ୍ଷ୍ୟାମ୍ୟଶେଷତଃ ॥ ୮॥


ପ୍ରଣଵଂ ପୂର୍ଵମୁଦ୍ଧୃତ୍ୟ ଦେଵୀ ପ୍ରଣଵମୁଦ୍ଧରେତ୍ ।

ବଟୁକାୟେତି ଵୈ ପଶ୍ଚାଦାପଦୁଦ୍ଧାରଣାୟ ଚ ॥ ୯॥


କୁରୁ ଦ୍ଵୟଂ ତତଃ ପଶ୍ଚାଦ୍ଵଟୁକାୟ ପୁନଃ କ୍ଷିପେତ୍ ।

ଦେଵୀଂ ପ୍ରଣଵମୁଦ୍ଧୃତ୍ୟ ମନ୍ତ୍ରୋଦ୍ଧାରମିମଂ ପ୍ରିୟେ ॥ ୧୦॥


ମନ୍ତ୍ରୋଦ୍ଧାରମିଦଂ ଦେଵୀ ତ୍ରୈଲୋକ୍ୟସ୍ୟାପି ଦୁର୍ଲଭମ୍ ।

ଅପ୍ରକାଶ୍ୟମିମଂ ମନ୍ତ୍ରଂ ସର୍ଵଶକ୍ତିସମନ୍ଵିତମ୍ ॥ ୧୧॥

[ ଓଂ ହ୍ରୀଂ ବଟୁକାୟ ଆପଦୁଦ୍ଧାରଣାୟ କୁରୁ-କୁରୁ ବଟୁକାୟ ହ୍ରୀମ୍ ]


ସ୍ମରଣାଦେଵ ମନ୍ତ୍ରସ୍ୟ ଭୂତପ୍ରେତପିଶାଚକାଃ ।

ଵିଦ୍ରଵନ୍ତ୍ୟତିଭୀତା ଵୈ କାଲରୁଦ୍ରାଦିଵ ଦ୍ଵିଜାଃ ॥ ୧୨॥


ପଠେଦ୍ଵା ପାଠୟେଦ୍ଵାପି ପୂଜୟେଦ୍ଵାପି ପୁସ୍ତକମ୍ ।

ଅଗ୍ନିଚୌରଭୟଂ ତସ୍ୟ ଗ୍ରହରାଜଭୟଂ ତଥା ॥ ୧୩॥


ନ ଚ ମାରିଭୟଂ କିଞ୍ଚିତ୍ସର୍ଵତ୍ରୈଵ ସୁଖୀ ଭଵେତ୍ ।

ଆୟୁରାରୋଗ୍ୟମୈଶ୍ଵର୍ୟଂ ପୁତ୍ରପୌତ୍ରାଦି ସମ୍ପଦଃ ॥ ୧୪॥


ଭଵନ୍ତି ସତତଂ ତସ୍ୟ ପୁସ୍ତକସ୍ୟାପି ପୂଜନାତ୍ ।

ନ ଦାରିଦ୍ର୍ୟଂ ନ ଦୌର୍ଭାଗ୍ୟଂ ନାପଦାଂ ଭୟମେଵ ଚ ॥ ୧୫॥


ଶ୍ରୀପାର୍ଵତ୍ୟୁଵାଚ -

ୟ ଏଷ ଭୈରଵୋ ନାମ ଆପଦୁଦ୍ଧାରକୋ ମତଃ ।

ତ୍ଵୟା ଚ କଥିତୋ ଦେଵ ଭୈରଵଃକଲ୍ପଵିତ୍ତମଃ ॥ ୧୬॥


ତସ୍ୟ ନାମ ସହସ୍ରାଣି ଅୟୁତାନ୍ୟର୍ବୁଦାନି ଚ ।

ସାରଂ ସମୁଦ୍ଧୃତ୍ୟ ତେଷାଂ ଵୈ ନାମାଷ୍ଟଶତକଂ ଵଦ ॥ ୧୭॥


ୟାନି ସଙ୍କୀର୍ତୟନ୍ମର୍ତ୍ୟଃ ସର୍ଵଦୁଃଖଵିଵର୍ଜିତଃ ।

ସର୍ଵାନ୍କାମାନଵାପ୍ନୋତି ସାଧକଃସିଦ୍ଧିମେଵ ଚ ॥ ୧୮॥


ଈଶ୍ଵର ଉଵାଚ -

ଶୃଣୁ ଦେଵି ପ୍ରଵକ୍ଷ୍ୟାମି ଭୈରଵସ୍ୟ ମହାତ୍ମନଃ ।

ଆପଦୁଦ୍ଧାରକସ୍ୟେଦଂ ନାମାଷ୍ଟଶତମୁତ୍ତମମ୍ ॥ ୧୯॥


ସର୍ଵପାପହରଂ ପୁଣ୍ୟଂ ସର୍ଵାପତ୍ତିଵିନାଶନମ୍ ।

ସର୍ଵକାମାର୍ଥଦଂ ଦେଵି ସାଧକାନାଂ ସୁଖାଵହମ୍ ॥ ୨୦॥


ସର୍ଵମଙ୍ଗଲମାଙ୍ଗଲ୍ୟଂ ସର୍ଵୋପଦ୍ରଵନାଶନମ୍ ।

ଆୟୁଷ୍କରଂ ପୁଷ୍ଟିକରଂ ଶ୍ରୀକରଂ ଚ ୟଶସ୍କରମ୍ ॥ ୨୧॥


ନାମାଷ୍ଟଶତକସ୍ୟାସ୍ୟ ଛନ୍ଦୋଽନୁଷ୍ଟୁପ୍ ପ୍ରକୀର୍ତିତଃ ।

ବୃହଦାରଣ୍ୟକୋ ନାମ ଋଷିର୍ଦେଵୋଽଥ ଭୈରଵଃ ॥ ୨୨॥


ଲଜ୍ଜାବୀଜଂ ବୀଜମିତି ବଟୁକାମେତି ଶକ୍ତିକମ୍ ।

ପ୍ରଣଵଃ କୀଲକଂ ପ୍ରୋକ୍ତମିଷ୍ଟସିଦ୍ଧୌ ନିୟୋଜୟେତ୍ ॥ ୨୩॥


ଅଷ୍ଟବାହୁଂ ତ୍ରିନୟନମିତି ବୀଜଂ ସମାହିତଃ ।

ଶକ୍ତିଃ ହ୍ରୀଂ କୀଲକଂ ଶେଷମିଷ୍ଟସିଦ୍ଧୌ ନିୟୋଜୟେତ୍ ॥ ୨୪॥


ଓଂ ଅସ୍ୟ ଶ୍ରୀମଦାପଦୁଦ୍ଧାରକ-ବଟୁକଭୈରଵାଷ୍ଟୋତ୍ତରଶତନାମସ୍ତୋତ୍ରସ୍ୟ

ବୃହଦାରଣ୍ୟକ ଋଷିଃ । ଅନୁଷ୍ଟୁପ୍ ଛନ୍ଦଃ।

ଶ୍ରୀମଦାପଦୁଦ୍ଧାରକ-ବଟୁକଭୈରଵୋ ଦେଵତା ।

ବଂ ବୀଜମ୍ । ହ୍ରୀଂ ଵଟୁକାୟ ଇତି ଶକ୍ତିଃ । ପ୍ରଣଵଃ କୀଲକମ୍ । 

ମମାଭୀଷ୍ଟସିଦ୍ଧ୍ୟର୍ଥେ ଜପେ ଵିନିୟୋଗଃ ॥


॥ ଋଷ୍ୟାଦି ନ୍ୟାସଃ ॥


ଶ୍ରୀବୃହଦାରଣ୍ୟକଋଷୟେ ନମଃ (ଶିରସି)।

ଅନୁଷ୍ଟପ୍ ଛନ୍ଦସେ ନମଃ (ମୁଖେ)।

ଶ୍ରୀବଟୁକଭୈରଵ ଦେଵତାୟୈ ନମଃ (ହୃଦୟେ)।

ଓଂ ବଂ ବୀଜାୟ ନମଃ (ଗୁହ୍ୟେ)।

ଓଂ ହ୍ରୀଂ ଵଟୁକାୟେତି ଶକ୍ତୟେ ନମଃ ପାଦୟୋଃ ।

ଓଂ କୀଲକାୟ ନମଃ (ନାଭୌ)।   

ଵିନିୟୋଗାୟ ନମଃ ସର୍ଵାଙ୍ଗେ ।

॥ ଇତି ଋଷ୍ୟାଦି ନ୍ୟାସଃ ॥


॥ ଅଥ କରନ୍ୟାସଃ ॥


ଓଂ ହ୍ରାଂ ଵାଂ ଈଶାନାୟ ନମଃ ଅଙ୍ଗୁଷ୍ଠାଭ୍ୟାଂ ନମଃ ।

ଓଂ ହ୍ରୀଂ ଵୀଂ ତତ୍ପୁରୁଷାୟ ନମଃ ତର୍ଜନୀଭ୍ୟାଂ ନମଃ ।

ଓଂ ହ୍ରୂଂ ଵୂଂ ଅଘୋରାୟ ନମଃ ମଧ୍ୟମାଭ୍ୟାଂ ନମଃ ।

ଓଂ ହ୍ରୈଂ ଵୈଂ ଵାମଦେଵାୟ ନମଃ ଅନାମିକାଭ୍ୟାଂ ନମଃ ।

ଓଂ ହ୍ରୌଂ ଵୌଂ ସଦ୍ୟୋଜାତାୟ ନମଃ କନିଷ୍ଠିକାଭ୍ୟାଂ ଵମଃ ।

ଓଂ ହ୍ରଃ ଵଃ ପଞ୍ଚଵକ୍ତ୍ରାୟ ମହାଦେଵାୟ ନମଃ କରତଲକରପୃଷ୍ଠାଭ୍ୟାଂ ନମଃ ।

॥ ଇତି କରନ୍ୟାସଃ ॥


॥ ଅଥ ହୃଦୟାଦି ନ୍ୟାସଃ ॥


ଓଂ ହ୍ରାଂ ଵାଂ ଈଶାନାୟ ନମଃ ହୃଦୟାୟ ନମଃ ।

ଓଂ ହ୍ରୀଂ ଵୀଂ ତତ୍ପୁରୁଷାୟ ନମଃ ଶିରସେ ସ୍ଵାହା ।

ଓଂ ହ୍ରୂଂ ଵୂଂ ଅଘୋରାୟ ନମଃ ଶିଖାୟୈ ଵଷଟ୍ ।

ଓଂ ହ୍ରୈଂ ଵୈଂ ଵାମଦେଵାୟ ନମଃ କଵଚାୟ ହୁମ୍ ।

ଓଂ ହ୍ରୌଂ ଵୌଂ ସଦ୍ୟୋଜାତାୟ ନମଃ ନେତ୍ରତ୍ରୟାୟ ଵୌଷଟ୍ ।

ଓଂ ହ୍ରଃ ଵଃ ପଞ୍ଚଵକ୍ତ୍ରାୟ ମହାଦେଵାୟ ନମଃ ଅସ୍ତ୍ରାୟ ଫଟ୍ ।

॥ ଇତି ହୃଦୟାଦି ନ୍ୟାସଃ ॥


ଅଥ ଦେହନ୍ୟାସଃ ।

ଭୈରଵଂ ମୂର୍ଧ୍ନି ଵିନ୍ୟସ୍ୟ ଲଲାଟେ ଭୀମଦର୍ଶନମ୍ ।

ନେତ୍ରୟୋର୍ଭୂତହନନଂ ସାରମେୟାନୁଗଂ ଭ୍ରୁଵୋଃ ॥ ୨୫॥


କର୍ଣୟୋର୍ଭୂତନାଥଂ ଚ ପ୍ରେତବାହୁଂ କପୋଲୟୋଃ ।

ନାସୌଷ୍ଠୟୋଶ୍ଚୈଵ ତଥା ଭସ୍ମାଙ୍ଗଂ ସର୍ପଵିଭୂଷଣମ୍ ॥ ୨୬॥


ଅନାଦିଭୂତଭାଷ୍ୟୌ ଚ ଶକ୍ତିହସ୍ତଖଲେ ନ୍ୟସେତ୍ ।

ସ୍କନ୍ଧୟୋର୍ଦୈତ୍ୟଶମନଂ ଵାହ୍ଵୋରତୁଲତେଜସଃ ॥ ୨୭॥


ପାଣ୍ୟୋଃ କପାଲିନଂ ନ୍ୟସ୍ୟ ହୃଦୟେ ମୁଣ୍ଡମାଲିନମ୍ ।

ଶାନ୍ତଂ ଵକ୍ଷସ୍ଥଲେ ନ୍ୟସ୍ୟ ସ୍ତନୟୋଃ କାମଚାରିଣମ୍ ॥ ୨୮॥


ଉଦରେ ଚ ସଦା ତୁଷ୍ଟଂ କ୍ଷେତ୍ରେଶଂ ପାର୍ଶ୍ଵୟୋସ୍ତଥା ।

କ୍ଷେତ୍ରପାଲଂ ପୃଷ୍ଠଦେଶେ କ୍ଷେତ୍ରଜ୍ଞଂ ନାଭିଦେଶକେ ॥ ୨୯॥


ପାପୌଘନାଶନଂ କଟ୍ୟାଂ ବଟୁକଂ ଲିଙ୍ଗଦେଶକେ ।

ଗୁଦେ ରକ୍ଷାକରଂ ନ୍ୟସ୍ୟେତ୍ତଥୋର୍ଵୋର୍ରକ୍ତଲୋଚନମ୍ ॥ ୩୦॥


ଜାନୁନୋର୍ଘୁର୍ଘୁରାରାଵଂ ଜଙ୍ଘୟୋ ରକ୍ତପାଣିନମ୍ ।

ଗୁଲ୍ଫୟୋଃ ପାଦୁକାସିଦ୍ଧଂ ପାଦପୃଷ୍ଠେ ସୁରେଶ୍ଵରମ୍ ॥ ୩୧॥


ଆପାଦମସ୍ତକଂ ଚୈଵ ଆପଦୁଦ୍ଧାରକଂ ତଥା ।

ପୂର୍ଵେ ଡମରୁହସ୍ତଂ ଚ ଦକ୍ଷିଣେ ଦଣ୍ଡଧାରିଣମ୍ ॥ ୩୨॥


ଖଡ୍ଗହସ୍ତେ ପଶ୍ଚିମାୟାଂ ଘଣ୍ଟାଵାଦିନମୁତ୍ତରେ ।

ଆଗ୍ନେୟ୍ୟାମଗ୍ନିଵର୍ଣଂ ଚ ନୈରୃତ୍ୟେ ଚ ଦିଗମ୍ବରମ୍ ॥ ୩୩॥


ଵାୟଵ୍ୟାଂ ସର୍ଵଭୂତସ୍ଥମୈଶାନ୍ୟେ ଚାଷ୍ଟସିଦ୍ଧିଦମ୍ ।

ଊର୍ଧ୍ଵଂ ଖେଚାରିଣଂ ନ୍ୟସ୍ୟ ପାତାଲେ ରୌଦ୍ରରୂପିଣମ୍ ॥ ୩୪॥


ଏଵଂ ଵିନ୍ୟସ୍ୟ ସ୍ଵଦେହସ୍ୟ ଷଡଙ୍ଗେଷୁ ତତୋ ନ୍ୟସେତ୍ ।

ରୁଦ୍ରଂ ମୁଖୋଷ୍ଠୟୋର୍ନ୍ୟସ୍ୟ ତର୍ଜନ୍ୟୋଶ୍ଚ ଦିଵାକରମ୍ ॥ ୩୫॥


ଶିଵଂ ମଧ୍ୟମୟୋର୍ନ୍ୟସ୍ୟ ନାସିକାୟାଂ ତ୍ରିଶୂଲିନମ୍ ।

ବ୍ରହ୍ମାଣଂ ତୁ କନିଷ୍ଠିକ୍ୟାଂ ସ୍ତନୟୋସ୍ତ୍ରିପୁରାନ୍ତକମ୍ ॥ ୩୬॥


ମାଂସାସିନଂ କରାଗ୍ରେ ତୁ କରପୃଷ୍ଠେ ଦିଗମ୍ବରମ୍ ।


ଅଥ ନାମାଙ୍ଗନ୍ୟାସଃ ।

ହୃଦୟେ ଭୂତନାଥାୟ ଆଦିନାଥାୟ ମୂର୍ଦ୍ଧନି ॥ ୩୭॥


ଆନନ୍ଦପାଦପୂର୍ଵାୟ ନାଥାୟ ଚ ଶିଖାସୁ ଚ ।

ସିଦ୍ଧସାମରନାଥାୟ କଵଚଂ ଵିନ୍ୟସେତ୍ତତଃ ॥ ୩୮॥


ସହଜାନନ୍ଦନାଥାୟ ନ୍ୟସେନ୍ନେତ୍ରତ୍ରୟେଷୁ ଚ ।

ପରମାନନ୍ଦନାଥାୟ ଅସ୍ତ୍ରଂ ଚୈଵ ପ୍ରୟୋଜୟେତ୍ ॥ ୩୯॥


ଏଵଂ ନ୍ୟାସଵିଧିଂ କୃତ୍ଵା ୟଥାଵତ୍ତଦନନ୍ତରମ୍ ।

ତସ୍ୟ ଧ୍ୟାନଂ ପ୍ରଵକ୍ଷ୍ୟାମି ୟଥା ଧ୍ୟାତ୍ଵା ପଠେନ୍ନରଃ ॥ ୪୦॥


ଶୁଦ୍ଧସ୍ଫଟିକସଙ୍କାଶଂ ନୀଲାଞ୍ଜନସମପ୍ରଭମ୍ ।

ଅଷ୍ଟବାହୁଂ ତ୍ରିନୟନଂ ଚତୁର୍ବାହୁଂ ଦ୍ଵିବାହୁକମ୍ ॥ ୪୧॥


ଦଂଷ୍ଟ୍ରାକରାଲଵଦନଂ ନୂପୁରାରାଵସଙ୍କୁଲମ୍ ।

ଭୁଜଙ୍ଗମେଖଲଂ ଦେଵମଗ୍ନିଵର୍ଣଂ ଶିରୋରୁହମ୍ ॥ ୪୨॥


ଦିଗମ୍ବରଂ କୁମାରୀଶଂ ବଟୁକାଖ୍ୟଂ ମହାବଲମ୍ ।

ଖଟ୍ଵାଙ୍ଗମସିପାଶଂ ଚ ଶୂଲଂ ଦକ୍ଷିଣଭାଗତଃ ॥ ୪୩॥


ଡମରୁଂ ଚ କପୋଲଂ ଚ ଵରଦଂ ଭୁଜଗଂ ତଥା ।

ଅଗ୍ନିଵର୍ଣଂ ସମୋପେତଂ ସାରମେୟସମନ୍ଵିତମ୍ ॥ ୪୪॥


ଧ୍ୟାତ୍ଵା ଜପେତ୍ସୁସଂସ୍ପୃଷ୍ଟଃ ସର୍ଵାନ୍କାମାନଵାପ୍ନୁୟାତ୍ ॥


ମନ୍ତ୍ରମହାର୍ଣଵେ ସାତ୍ତ୍ଵିକଧ୍ୟାନମ୍ -


ଵନ୍ଦେ ବାଲଂ ସ୍ଫଟିକସଦୃଶଂ କୁଣ୍ଡଲୋଭାସିତାଙ୍ଗଂ

ଦିଵ୍ୟାକଲ୍ପୈର୍ନଵମଣିମୟୈଃ କିଙ୍କିଣୀନୂପୁରାଢ୍ୟୈଃ ॥


ଦୀପ୍ତାକାରଂ ଵିଶଦଵସନଂ ସୁପ୍ରସନ୍ନଂ ତ୍ରିନେତ୍ରଂ

ହସ୍ତାଗ୍ରାଭ୍ୟାମ୍ବଟୁକେଶଂ ଶୂଲଦଣ୍ଡୈର୍ଦଧାନମ୍ ॥ ୧॥


ମନ୍ତ୍ରମହାର୍ଣଵେ ରାଜସଧ୍ୟାନମ୍ -

ଉଦ୍ୟଦ୍ଭାସ୍କରସନ୍ନିଭଂ ତ୍ରିନୟନଂ ରକ୍ତାଙ୍ଗରାଗସ୍ରଜଂ

ସ୍ମେରାସ୍ୟଂ ଵରଦଂ କପାଲମଭୟଂ ଶୂଲଂ ଦଧାନଂ କରୈଃ ॥


ନୀଲଗ୍ରୀଵମୁଦାରଭୂଷଣୟୁତଂ ଶୀତାଂଶୁଖଣ୍ଡୋଜ୍ଜ୍ଵଲଂ

ବନ୍ଧୂକାରୁଣଵାସସଂ ଭୟହରଂ ଦେଵଂ ସଦା ଭାଵୟେ ॥ ୨॥


ମନ୍ତ୍ରମହାର୍ଣଵେ ତାମସଧ୍ୟାନମ୍ -

ଧ୍ୟାୟେନ୍ନୀଲାଦ୍ରିକାନ୍ତିଂ ଶଶିଶକଲଧରଂ ମୁଣ୍ଡମାଲଂ ମହେଶଂ

ଦିଗ୍ଵସ୍ତ୍ରଂ ପିଙ୍ଗଲାକ୍ଷଂ ଡମରୁମଥ ସୃଣିଂ ଖଡ୍ଗପାଶାଭୟାନି ॥


ନାଗଂ ଘଣ୍ଟାଂ କପାଲଂ କରସରସିରୁହୈର୍ବିଭ୍ରତଂ ଭୀମଦଂଷ୍ଟ୍ରଂ,

ଦିଵ୍ୟାକଲ୍ପଂ ତ୍ରିନେତ୍ରଂ ମଣିମୟଵିଲସତ୍କିଙ୍କିଣୀନୂପୁରାଢ୍ୟମ୍ ॥ ୩॥


 ॥ ଇତି ଧ୍ୟାନତ୍ରୟମ୍ ॥


ସାତ୍ତ୍ଵିକଂ ଧ୍ୟାନମାଖ୍ୟାତଞ୍ଚତୁର୍ଵର୍ଗଫଲପ୍ରଦମ୍ ।

ରାଜସଂ କାର୍ୟଶୁଭଦଂ ତାମସଂ ଶତ୍ରୁନାଶନମ୍ ॥ ୧॥


ଧ୍ୟାତ୍ଵା ଜପେତ୍ସୁସଂହୃଷ୍ଟଃ ସର୍ଵାନ୍କାମାନଵାପ୍ନୁୟାତ୍ ।

ଆୟୁରାରୋଗ୍ୟମୈଶ୍ଵର୍ୟଂ ସିଦ୍ଧ୍ୟର୍ଥଂ ଵିନିୟୋଜୟେତ୍ ॥ ୨॥


ଵିନିୟୋଗଃ

ଓଂ ଅସ୍ୟ ଶ୍ରୀବଟୁକଭୈରଵନାମାଷ୍ଟଶତକସ୍ୟ ଆପଦୁଦ୍ଧାରଣସ୍ତୋମନ୍ତ୍ରସ୍ୟ,

ବୃହଦାରଣ୍ୟକୋ ନାମ ଋଷିଃ, ଶ୍ରୀବଟୁକଭୈରଵୋ ଦେଵତା, ଅନୁଷ୍ଟୁପ୍ ଛନ୍ଦଃ,

ହ୍ରୀଂ ବୀଜମ୍, ବଟୁକାୟେତି ଶକ୍ତିଃ, ପ୍ରଣଵଃ କୀଲକଂ, ଅଭୀଷ୍ଟତାଂ ସିଦ୍ଧ୍ୟିର୍ଥେ

ଜପେ ଵିନିୟୋଗଃ ॥ ହ୍ରୀଂ ହ୍ରୌଂ ନମଃ ଶିଵାୟ ଇତି ନମସ୍କାର ମନ୍ତ୍ରଃ ॥


॥ ଅଥ ଧ୍ୟାନମ୍ ॥


ଵନ୍ଦେ ବାଲଂ ସ୍ଫଟିକସଦୃଶଂ କୁଣ୍ଡଲୋଦ୍ଭାସିଵକ୍ତ୍ରଂ

ଦିଵ୍ୟାକଲ୍ପୈର୍ନଵମଣିମୟୈଃ କିଙ୍କିଣୀନୂପୁରାଢ୍ୟୈଃ ।

ଦୀପ୍ତାକାରଂ ଵିଶଦଵଦନଂ ସୁପ୍ରସନ୍ନଂ ତ୍ରିନେତ୍ରଂ

ହସ୍ତାଗ୍ରାଭ୍ୟାଂ ଵଟୁକମନିଶଂ ଶୂଲଦଣ୍ଡୌ ଦଧାନମ୍ ॥ 


କରକଲିତକପାଲଃ କୁଣ୍ଡଲୀ ଦଣ୍ଡପାଣିଃ

ତରୁଣତିମିରନୀଲୋ ଵ୍ୟାଲୟଜ୍ଞୋପଵୀତୀ ।

କ୍ରତୁସମୟସପର୍ୟାଵିଘ୍ନଵିଚ୍ଛିପ୍ତିହେତୁଃ 

ଜୟତି ଵଟୁକନାଥଃ ସିଦ୍ଧିଦଃ ସାଧକାନାମ୍ ॥


ଶୁଦ୍ଧସ୍ଫଟିକସଙ୍କାଶଂ ସହସ୍ରାଦିତ୍ୟଵର୍ଚସମ୍ ।

ନୀଲଜୀମୂତସଙ୍କାଶଂ ନୀଲାଞ୍ଜନସମପ୍ରଭମ୍ ॥


ଅଷ୍ଟବାହୁଂ ତ୍ରିନୟନଂ ଚତୁର୍ବାହୁଂ ଦ୍ଵିବାହୁକମ୍ ।

ଦଶବାହୁମଥୋଗ୍ରଂ ଚ ଦିଵ୍ୟାମ୍ବରପରିଗ୍ରହମ୍ ॥


ଦଂଷ୍ଟ୍ରାକରାଲଵଦନଂ ନୂପୁରାରାଵସଙ୍କୁଲମ୍ ।

ଭୁଜଙ୍ଗମେଖଲଂ ଦେଵମଗ୍ନିଵର୍ଣଂ ଶିରୋରୁହମ୍ ॥


ଦିଗମ୍ବରମାକୁରେଶଂ ବଟୁକାଖ୍ୟଂ ମହାବଲମ୍ ।

ଖଟ୍ଵାଙ୍ଗମସିପାଶଂ ଚ ଶୂଲଂ ଦକ୍ଷିଣଭାଗତଃ ॥


ଡମରୁଂ ଚ କପାଲଂ ଚ ଵରଦଂ ଭୁଜଗଂ ତଥା ।

ଆତ୍ମଵର୍ଣସମୋପେତଂ ସାରମେୟସମନ୍ଵିତମ୍ ॥


॥ ଇତି ଧ୍ୟାନମ୍ ॥


॥ ମୂଲମନ୍ତ୍ରଃ ॥


[ଓଂ ହ୍ରୀଂ  ବଟୁକାୟାପଦୁଦ୍ଧାରଣାୟ କୁରୁ କୁରୁ ବଟୁକାୟ ହ୍ରୀଂ ଓଂ]

{ଏହାକୁ   ୧୧ ,୨୧ ,୫୧ , ୧୦୮ ବାର ଜପ କରିବା ଉଚିତ୍ }


    ॥  ଅଥ ସ୍ତୋତ୍ରମ୍ ॥ 


ଓଂ ହ୍ରୀଂ ଭୈରଵୋ ଭୂତନାଥଶ୍ଚ ଭୂତାତ୍ମା ଭୂତଭାଵନଃ ।  

କ୍ଷେତ୍ରଦଃ କ୍ଷେତ୍ରପାଲଶ୍ଚ କ୍ଷେତ୍ରଜ୍ଞଃ କ୍ଷତ୍ରିୟୋ ଵିରାଟ୍ ॥ ୧॥


ଶ୍ମଶାନଵାସୀ ମାଂସାଶୀ ଖର୍ପରାଶୀ ସ୍ମରାନ୍ତକଃ ।

ରକ୍ତପଃ ପାନପଃ ସିଦ୍ଧଃ ସିଦ୍ଧିଦଃ ସିଦ୍ଧସେଵିତଃ ॥ ୨॥


କଙ୍କାଲଃ କାଲଶମନଃ କଲାକାଷ୍ଠାତନୁଃ କଵିଃ ।

ତ୍ରିନେତ୍ରୋ ବହୁନେତ୍ରଶ୍ଚ ତଥା ପିଙ୍ଗଲଲୋଚନଃ ॥ ୩॥


ଶୂଲପାଣିଃ ଖଙ୍ଗପାଣିଃ କଙ୍କାଲୀ ଧୂମ୍ରଲୋଚନଃ ।

ଅଭୀରୁର୍ଭୈରଵୀନାଥୋ ଭୂତପୋ ୟୋଗିନୀପତିଃ ॥ ୪॥


ଧନଦୋଽଧନହାରି ଚ ଧନଵାନ୍ପ୍ରୀତିଵର୍ଧନଃ । ପ୍ରତିଭାନଵାନ୍

ନାଗହାରୋ ନାଗକେଶୋ ଵ୍ୟୋମକେଶୋ କପାଲଭୃତ୍ ॥ ୫॥ ନାଗପାଶୋ

କାଲଃ କପାଲମାଲି ଚ କମନୀୟଃ କଲାନିଧିଃ ।

ତ୍ରିଲୋଚନୋ ଜ୍ଵଲନ୍ନେତ୍ରସ୍ତ୍ରିଶିଖୀ ଚ ତ୍ରିଲୋକଭୃତ୍ ॥ ତ୍ରିଲୋକପଃ

ତ୍ରିନେତ୍ରତନୟୋ ଡିମ୍ଭଃ ଶାନ୍ତଃ ଶାନ୍ତଜନପ୍ରିୟଃ ।

ବଟୁକୋ ବଟୁଵେଶଶ୍ଚ ଖଟ୍ଵାଙ୍ଗଵରଧାରକଃ ॥ ୭॥


ଭୂତାଧ୍ୟକ୍ଷୋ ପଶୁପତିର୍ଭିକ୍ଷୁକଃ ପରିଚାରକଃ ।

ଧୂର୍ତୋ ଦିଗମ୍ବରଃ ଶୂରୋ ହରିଣଃ ପାଣ୍ଡୁଲୋଚନଃ ॥ ୮॥


ପ୍ରଶାନ୍ତଃ ଶାନ୍ତିଦଃ ଶୁଦ୍ଧଃ ଶଙ୍କରପ୍ରିୟବାନ୍ଧଵଃ ।

ଅଷ୍ଟମୂର୍ତିର୍ନିଧୀଶଶ୍ଚ ଜ୍ଞାନଚକ୍ଷୁସ୍ତପୋମୟଃ ॥ ୯॥


ଅଷ୍ଟାଧାରଃ ଷଡାଧାରଃ ସର୍ପୟୁକ୍ତଃ ଶିଖୀସଖଃ ।

ଭୂଧରୋ ଭୁଧରାଧୀଶୋ ଭୂପତିର୍ଭୂଧରାତ୍ମଜଃ ॥ ୧୦॥


  କପାଲଧାରି ମୁଣ୍ଡୀ ଚ ନାଗୟଜ୍ଞୋପଵୀତଵାନ୍ ।

ଜୃମ୍ଭଣୋ ମୋହନଃ ସ୍ତମ୍ଭୀ ମାରଣଃ କ୍ଷୋଭଣସ୍ତଥା ॥ ୧୧॥


ଶୁଦ୍ଧନୀଲାଞ୍ଜନପ୍ରଖ୍ୟୋ ଦୈତ୍ୟହା ମୁଣ୍ଡଵିଭୂଷିତଃ ।   

ବଲିଭୁଗ୍ ବଲିଭୁଙ୍ନାଥୋ ବାଲୋଽବାଲପରାକ୍ରମଃ ॥ ୧୨॥


ସର୍ଵାପତ୍ତାରଣୋ ଦୁର୍ଗୋ ଦୁଷ୍ଟଭୂତନିଷେଵିତଃ ।

କାମୀ କଲାନିଧିଃ କାନ୍ତଃ କାମିନୀଵଶକୃଦ୍ଵଶୀ ॥ ୧୩॥


ଜଗଦ୍ରକ୍ଷାକରୋଽନନ୍ତୋ ମାୟାମନ୍ତ୍ରୌଷଧୀମୟଃ ।

ସର୍ଵସିଦ୍ଧିପ୍ରଦୋ ଵୈଦ୍ୟଃ ପ୍ରଭଵିଷ୍ଣୁରିତୀଵ ହି ହ୍ରୀଂ ଓଂ ॥ ୧୪॥


ଫଲଶ୍ରୁତିଃ ।

ଅଷ୍ଟୋତ୍ତରଶତଂ ନାମ୍ନାଂ ଭୈରଵାୟ ମହାତ୍ମନଃ ।

ମୟା ତେ କଥିତଂ ଦେଵି ରହସ୍ୟଂ ସର୍ଵକାମଦମ୍ ॥ ୧୫॥


ୟ ଇଦଂ ପଠତି ସ୍ତୋତ୍ରଂ ନାମାଷ୍ଟଶତମୁତ୍ତମମ୍ ।

ନ ତସ୍ୟ ଦୁରିତଂ କିଞ୍ଚିନ୍ନ ରୋଗେଭ୍ୟୋ ଭୟଂ ଭଵେତ୍ ॥ ୧୬॥


ନ ଚ ମାରୀଭୟଂ କିଞ୍ଚିନ୍ନ ଚ ଭୂତଭୟଂ କ୍ଵଚିତ୍ ।

ନ ଶତ୍ରୁଭ୍ୟୋ ଭୟଂ କିଞ୍ଚିତ୍ପ୍ରାପ୍ନୁୟାନ୍ମାନଵଃ କ୍ଵଚିତ୍ ॥ ୧୭॥


ପାତକେଭ୍ୟୋ ଭୟଂ ନୈଵ ୟଃ ପଠେତ୍ସ୍ତୋତ୍ରମୁତ୍ତମମ୍ ।

ମାରୀଭୟେ ରାଜଭୟେ ତଥା ଚୌରାଗ୍ନିଜେ ଭୟେ ॥ ୧୮॥


ଔତ୍ପତ୍ତିକେ ମହାଘୋରେ ତଥା ଦୁଃଖପ୍ରଦର୍ଶନେ ।

ବନ୍ଧନେ ଚ ତଥା ଘୋରେ ପଠେତ୍ସ୍ତୋତ୍ରମନୁତ୍ତମମ୍ ॥ ୧୯॥


ସର୍ଵଂ ପ୍ରଶମମାୟାତି ଭୟଂ ଭୈରଵକୀର୍ତନାତ୍ ।

ଏକାଦଶସହସ୍ରଂ ତୁ ପୁରଶ୍ଚରଣମୁଚ୍ୟତେ ॥ ୨୦॥


ଯଃ ତ୍ରିସନ୍ଧ୍ୟଂ ପଠେଦ୍ଦେଵି ସଂଵତ୍ସରମତନ୍ଦ୍ରିତଃ ।

ସ ସିଦ୍ଧିଂ ପ୍ରାପ୍ନୁୟାଦିଷ୍ଟାଂ ଦୁର୍ଲଭାମପି ମାନଵଃ ॥ ୨୧॥


ଷଣ୍ମାସଂ ଭୂମିକାମସ୍ତୁ ଜପିତ୍ବା ପ୍ରାପ୍ନୁୟାନ୍ମହୀମ୍ ।

ରାଜଶତ୍ର୍ୟୁଵିନାଶାର୍ଥଂ ପଠେନ୍ମାସାଷ୍ଟକଂ ପୁନଃ ॥ ୨୨॥


ରାତ୍ରୌ ଵାରତ୍ରୟଂ ଚୈଵ ନାଶୟତ୍ୟେଵ ଶାତ୍ରଵାନ୍ ।

ଜପେନ୍ମାସତ୍ରୟଂ ମର୍ତ୍ୟୋ ରାଜାନଂ ଵଶମାନୟେତ୍ ॥ ୨୩॥


ଧନାର୍ଥୀ ଚ ସୁତାର୍ଥୀ ଚ ଦାରାର୍ଥୀ ଚାପି ମାନଵଃ ।

ପଠେନ୍ (ଜପେନ୍) ମାସତ୍ରୟଂ ଦେଵି ଵାରମେକଂ ତଥା ନିଶି ॥ ୨୪॥


ଧନଂ ପୁତ୍ରଂ ତଥା ଦାରାନ୍  ପ୍ରାପ୍ନୁୟାନ୍ନାତ୍ର ସଂଶୟଃ ।

ରୋଗୀ ଭୟାତ୍ପ୍ରମୁଚ୍ୟେତ ବଦ୍ଧୋ ମୁଚ୍ୟେତ ବନ୍ଧନାତ୍ ॥ ୨୫॥


ଭୀତୋ ଭୟାତ୍ପ୍ରମୁଚ୍ୟେତ ଦେଵି ସତ୍ୟଂ ନ ସଂଶୟଃ ।

ନିଗଡିଶ୍ଚାପି ବଦ୍ଧୋ ୟଃ କାରାଗେହେ ନିପାତିତଃ ॥ ୨୬॥


ଶୃଙ୍ଖଲାବନ୍ଧନଂ ପ୍ରାପ୍ତଂ ପଠେଚ୍ଚୈଵ ଦିଵାନିଶି ।

ୟଂ ୟଂ ଚିନ୍ତୟତେ କାମଂ ତଂ ତଂ ପ୍ରାପ୍ନୋତି ନିଶ୍ଚିତମ୍ ।

ଅପ୍ରକାଶ୍ୟଂ ପରଂ ଗୁହ୍ୟଂ ନ ଦେୟଂ ୟସ୍ୟ କସ୍ୟଚିତ୍ ॥ ୨୭॥


ସୁକୁଲୀନାୟ ଶାନ୍ତାୟ ଋଜଵେ ଦମ୍ଭଵର୍ଜିତେ ।

ଦଦ୍ୟାତ୍ସ୍ତୋତ୍ରମିମଂ ପୁଣ୍ୟଂ ସର୍ଵକାମଫଲପ୍ରଦମ୍ ॥ ୨୮॥


ଜଜାପ ପରମଂ ପ୍ରାପ୍ୟଂ ଭୈରଵସ୍ୟ ମହାତ୍ମନଃ ।

ଭୈରଵସ୍ୟ ପ୍ରସନ୍ନାଭୂତ୍ସର୍ଵଲୋକମହେଶ୍ଵରୀ ॥ ୨୯॥


ଭୈରଵସ୍ତୁ ପ୍ରହୃଷ୍ଟୋଽଭୂତ୍ସର୍ଵଗଃ ପରମେଶ୍ଵରଃ ।

ଜଜାପ ପରୟା ଭକ୍ତ୍ୟା ସଦା ସର୍ଵେଶ୍ଵରେଶ୍ଵରୀମ୍ ॥ ୩୦॥


॥ ଇତି ଶ୍ରୀବଟୁକଭୈରଵାଷ୍ଟୋତ୍ତରଶତନାମସ୍ତୋତ୍ରମ୍ ସମ୍ପୂର୍ଣମ୍ ॥


👉 [ଏହି ସିଦ୍ଧ ବଟୁକ ଭୈରବ ସ୍ତୋତ୍ର ପାଠ ତଥା ମନ୍ତ୍ରଜପାଦି ଅନୁଷ୍ଠାନ ଦ୍ବାରା ସକଳ ଅଭୀଷ୍ଟ ଫଳ ପ୍ରାପ୍ତ ହୋଇଥାଏ  । ରବି ପୂଷ୍ଯା ଯୋଗ  ,ଗ୍ରହଣ ସମୟ,ସର୍ବାର୍ଥ ସିଦ୍ଧି ଯୋଗରେ ଏହା କରାଗଲେ ଉତ୍ତମ ।


👉ବିଶେଷତଃ ଦୁର୍ଗାଷ୍ଟମୀ  ରେ, ପାଠକଲେ ମହାମାରୀରୁ ରକ୍ଷା ମିଳିଥାଏ ।


ନ ଚ ମାରୀଭୟଂ କିଞ୍ଚିନ୍ନ ଚ ଭୂତଭୟଂ କ୍ଵଚିତ୍ ।

ନ ଶତ୍ରୁଭ୍ୟୋ ଭୟଂ କିଞ୍ଚିତ୍ପ୍ରାପ୍ନୁୟାନ୍ମାନଵଃ କ୍ଵଚିତ୍ ॥


          [ ବିଶ୍ବସାରତନ୍ତ୍ର  ]


       

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍