ସରଳ ଶ୍ରୀମହାସରସ୍ବତୀପୂଜା

 🟣 ସରଳ ଶ୍ରୀମହାସରସ୍ବତୀପୂଜା 🟣


 ଆସନଶୁଦ୍ଧ୍ଯାଦିକଂ ସ୍ବସ୍ତ୍ଯୟନ-ସଂକଳ୍ପ -କଳଶସ୍ଥାପନାଦି ଚ କୃତ୍ବା   )


 🔸️ମାନସପୂଜା ଧ୍ୟାନମ୍ – 


ଶୁଭ୍ରାଂ ସ୍ବଚ୍ଛବିଲେପମାଲ୍ୟବସନାଂ ଶୀତାଂଶୁଖଣ୍ଡୋଜ୍ଵଳାମ୍ 

ବ୍ୟାଖ୍ୟାମକ୍ଷଗୁଣଂ ସୁଧାଢ୍ଯକଳଶଂ ବିଦ୍ୟାଂ ଚ ହସ୍ତାମ୍ବୁଜୈଃ । 

ବିଭ୍ରାଣଂ କମଳାସନାଂ କୁଚନତାଂ ବାଗ୍‌ଦେବତାଂ ସୁସ୍ମିତାମ୍ 

ବନ୍ଦେ ବାଗ୍‌ବିଭବପ୍ରଦଂ ତ୍ରିନୟନାଂ ସୌଭାଗ୍ୟସଂପପ୍ରଦାମ୍ । 


ଓଁ ଐଁ ମହାସରସ୍ୱତୈ ନମଃ । ( ସୁଶିରସି ପୁଷ୍ପ ଦତ୍ତ୍ବା ମାନସୋପଚାରୈଃ ପୂଜୟେତ୍ ) 


🔹️ ଋଷ୍ୟାଦିନ୍ୟାସଃ – ଓଁ ପାବକାନଃ ଇତି ମନ୍ତ୍ରସ୍ୟ , ବ୍ରହ୍ମା ଋଷିଃ , ଗାୟତ୍ରୀ ଛନ୍ଦଃ , ମହାସରସ୍ୱତୀ ଦେବତା , ପୂଜାୟାଂ ବିନିଯୋଗଃ । 


🔹️କରନ୍ୟାସଃ – 


ଓଁ ପାବକାନଃ ଇତି  ଅଙ୍ଗୁଷ୍ଠାଭ୍ଯାଂ ନମଃ

ଓଁ ସରସ୍ୱତୀ ଇତି ତର୍ଜନୀଭ୍ୟାଂ ନମଃ 

ଓଁ ବାଜିଭିଃ ଇତି ମଧ୍ୟମାଭ୍ଯାଂ ନମଃ , 

ଓଁ ବାଜିନବତୀ ଅନାମିକାଭ୍ଯାଂ ନମଃ , 

ଓଁ ଯଜ୍ଞ ବଷ୍ଟୁ ଇତି  କନିଷ୍ଠିକାଭ୍ଯାଂ ନମଃ 

ଓଁ ଧିୟା ବସୁ କରତଳକରପୃଷ୍ଠାଭ୍ଯାଅଂ ନମଃ  ।


🔹️ଅଙ୍ଗନ୍ୟାସଃ – 


ଓଁ ପାବକାନଃ ଇତି  ଅଙ୍ଗୁଷ୍ଠାଭ୍ଯାଂ ନମଃ

ଓଁ ସରସ୍ୱତୀ ଇତି ତର୍ଜନୀଭ୍ୟାଂ ସ୍ବାହା 

ଓଁ ବାଜିଭିଃ ଇତି ମଧ୍ୟମାଭ୍ଯାଂ ବଷଟ୍ , 

ଓଁ ବାଜିନବତୀ ଅନାମିକାଭ୍ଯାଂ ହୂଁ , 

ଓଁ ଯଜ୍ଞ ବଷ୍ଟୁ ଇତି  କନିଷ୍ଠିକାଭ୍ଯାଂ ବୌଷଟ୍, 

ଓଁ ଧିୟା ବସୁ କରତଳକରପୃଷ୍ଠାଭ୍ଯାଂ ଅସ୍ତ୍ରାୟ ଫଟ୍ । 


🔹️ ପୀଠପୂଜା – 


ଓଁ ହରିସ୍ୱରୂପାତ୍ମନେନମଃ ପରତତ୍ତ୍ୱାୟ ନମଃ । 


ପୀଠଶକ୍ତିପୂଜା – ଓଁ ମେଧାୟୈ ନମଃ , ପ୍ରଜ୍ଞାୟୈ ନମଃ ,ପ୍ରଭାୟୈ ନମଃ , ବିଦ୍ୟାୟୈ ନମଃ , ଧିୟେ ନମଃ , ଧୃତ୍ୟେ ନମଃ , ସ୍ମୃତ୍ୟୈ ନମଃ , ବୁଦ୍ଧ୍ଯୈ ନମଃ , ମଧ୍ୟେ  ବିଦ୍ୟେଶ୍ବର୍ଯ୍ଯୈ ନମଃ । ଓଁ ଐଁ ମହାସରସ୍ୱତୀସ୍ଵରୂପାତ୍ମଯୋଗପୀଠାତ୍ମନେ ନମଃ । 


[ 🔸️  ସରସ୍ବତୀ ପୀଠଶକ୍ତୟଃ ଶାରଦାତିଳକେ ( ୬ / ୧୨ ) –

 ମେଧାପ୍ରଜ୍ଞାପ୍ରଭାବିଦ୍ୟାଧୀର୍ଧୃତିସ୍ମୃତିବୁଦ୍ଧୟଃ 

 ବିଦ୍ୟେଶ୍ଵରୀତି ସଂପ୍ରୋକ୍ତା ଭାରତ୍ୟାଃ ନବଶକ୍ତୟଃ । ]


( ତତଃ ସରସ୍ଵତୀଯନ୍ତ୍ରଂ ବା କଳଶଂବାମୂର୍ତ୍ତିଂ ସଂସ୍ଥାପ୍ୟ  ମହାସରସ୍ବତୀମାବାହୟେତ୍ । ) 


🔹️ଧ୍ୟାନମ୍ – 


ଆସୀନା କମଳେ କରୈର୍ଜପବଟୀଂ ପଦ୍ମଦ୍ଵୟଂ ପୁସ୍ତକମ୍ 

ବିଭ୍ରାଣା ତରୁଣେନ୍ଦୁବଦ୍ଧମୁକୁଟା ମୁକ୍ତେନ୍ଦୁକୁନ୍ଦପ୍ରଭା । 

ଭାଲୋନ୍ମୀଳିତଲୋଚନା କୁଚଭରାକ୍ରାନ୍ତା ଭବଦ୍‌ଭୂତୟେ 

ଭୂୟାଦ୍ ବାଗଧିଦେବତା ମୁନିଗଣେରାସେବ୍ୟମାନାନିଶମ୍ । 


🔸️ଆବାହନମ୍-


 ଆଗଚ୍ଛ ହେ ମହାଦେବ ସର୍ବାଭରଣଭୂଷିତେ 

 କ୍ରିୟାମାଣାମିମାଂ ପୂଜାଂ ଗୃହାଣଂ ପରମେଶ୍ଵରି ।


  ଓଁ ପାବକାନଃ ସରସ୍ବତୀ ବାଜିଭିର୍ବାଜିନବତୀ ଯଜ୍ଞଂ ବଷ୍ଟୁ ଧିୟା ବସୁ ।


 ଓଁ ଐଁ ମହାସରସ୍ଵତ୍ୟେ ନମଃ , ମହାସରସ୍ୱତୀମାବାହୟାମି , ମହାସରସ୍ୱତି ଅତ୍ରାଗଚ୍ଛ , ଇହାଗଚ୍ଛ ୨ , ଇହତିଷ୍ଠ ୨ , ଅତ୍ରାଧିଷ୍ଠାନଂ କୁରୁ , ମମପୂଜାଂ ଗୃହାଣଂ , 

ଆବାହନାଦି  ଦଶମୁଦ୍ରାପ୍ରଦର୍ଶୟେତ୍। 


🔹️ପ୍ରାଣପ୍ରତିଷ୍ଠା 


️ପ୍ରତିଷ୍ଠାସର୍ବଦେବାନାଂ ମିତ୍ରାବରୁଣାନିର୍ମିତା 

ପ୍ରତିଷ୍ଠା ତେ କରୋମ୍ୟତ୍ର ମଣ୍ଡଳେ ଦୈବତୈଃ ସହ । 


ଓଁ ମନୋର୍ଜୂତିର୍ଜୂଷତା ମାଜ୍ୟସ୍ୟ ବୃହସ୍ପତିର୍ଯଜ୍ଞମିମଂ ତନୋତ୍ଵରିଷ୍ଟମ୍ , ଯଜ୍ଞଂ ସମିମଂ ଦଧାତୁ ବିଶ୍ୱେଦେବା ସ ଇହ ମାଦୟନ୍ତା ମୌଁ ପ୍ରତିଷ୍ଠ । 


ଓଁ ଐଁ ମହାସରସ୍ୱତ୍ୟାଃ ପ୍ରାଣାଃ ସୁପ୍ରତିଷ୍ଠିତାଃ ବରଦାଃ ଭବତ । 


ଗାୟତ୍ରୀ – ଓଁ ଯନ୍ତ୍ରରାଜାୟ ବିଦ୍ମହେ ବରପ୍ରଦାୟ ଧୀମହି ତନ୍ମୋ ଯନ୍ତ୍ରଃ ପ୍ରଚୋଦୟାତ୍।


 ଓଁ ବାଗ୍‌ଦେବ୍ଯୈ ଚ ବିଦ୍ମହେ କାମବୀଜାୟୈ  ଧୀମହି ତନ୍ମୋ ଦେବୀ ପ୍ରଚୋଦୟାତ୍ ।


( ସରସ୍ବତୀପଞ୍ଚମୁଦ୍ରା ଦର୍ଶୟେତ୍ ) 


[🔸️ ସରସ୍ଵତୀମୁଦ୍ରା – 


ଲକ୍ଷ୍ମୀମୁଦ୍ରାର୍ଚ୍ଚନେ ଲକ୍ଷ୍ମ୍ଯା ବାଗ୍‌ବାଦିତ୍ୟାସ୍ତୁ ପୂଜନେ

ଅକ୍ଷମାଳା ତଥା ବୀଣା ବ୍ୟାଖ୍ୟା ପୁସ୍ତକମୁଦ୍ରିକା । 


ଲକ୍ଷ୍ମୀପୂଜାରେ ଏକ ଲକ୍ଷ୍ମୀମୁଦ୍ରା ପ୍ରଦର୍ଶନ କରାଯାଏ । ସରସ୍ୱତୀ ପୂଜାରେ ଅକ୍ଷମାଳା , ବୀଣା , ବ୍ୟାଖ୍ୟା ଓ ପୁସ୍ତକ ମୁଦ୍ରା ପ୍ରଦର୍ଶନ କରାଯାଏ । ) ( - ମନ୍ତ୍ରମହାର୍ଣ୍ଣବ ।)


 🔸️ ବୀଣାମୁଦ୍ରା – 


ବୀଣାବାଦନବଦ୍ଧସ୍ତୌ କୃତ୍ୱା ସଂଚାଳୟେତ୍ ଶିରଃ । 

 ବୀଣାମୁଦ୍ରେୟମାଖ୍ୟାତା ସରସ୍ୱତ୍ୟା ପ୍ରିୟଙ୍କରୀ । 


(  ଦୁଇ ହସ୍ତକୁ ବୀଣା ବଜାଇବାଭଳି କରି ମସ୍ତକ ଚାଳନକଲେ ସରସ୍ଵତୀଙ୍କର ଅତିପ୍ରିୟ ବୀଣାମୁଦ୍ରା ହୁଏ । ) ( - ମନ୍ତ୍ରମହାର୍ଣ୍ଣବ ।)


 🔸️ ବ୍ୟାଖ୍ୟାନମୁଦ୍ରା ( ତତ୍ରୈବ ) –

 ଦକ୍ଷିଣାଙ୍ଗୁଷ୍ଠତର୍ଜନ୍ୟାବଗ୍ରଲଗ୍ନେ ପରାଙ୍ ମୁଖେ 

ପ୍ରସାର୍ଯ୍ୟ ସଂହିତୋତ୍ତାନା ହ୍ଯେଷା ବ୍ୟାଖ୍ୟାନମୁଦ୍ରିକା । 


 ଶ୍ରୀ ରାମସ୍ୟ ସରସ୍ଵତ୍ୟା ଅତ୍ୟନ୍ତ ପ୍ରେୟସୀ ମତା । 

( ଦକ୍ଷିଣ ହସ୍ତର ଅଙ୍ଗୁଷ୍ଠ ଓ ଓ ତର୍ଜନୀର ଅଗ୍ରସଂଯୁକ୍ତ କରି ଅନ୍ୟ ଅଙ୍ଗୁଳିମାନଙ୍କୁ ଏକତ୍ରପ୍ରସାରଣକରି ଉପରମୁହାଁ କଲେ ଶ୍ରୀରାମ ଓ ସରସ୍ଵତୀଙ୍କର ଏହା ପ୍ରୀତିକାରକ ବ୍ୟାଖାନମୁଦ୍ରା ହୁଏ ।


🔸️ଜ୍ଞାନମୁଦ୍ରା ( ଶାରଦା ୬ ) - 

ଶିଷ୍ଟାଗ୍ରେଽଙ୍ଗୁଷ୍ଠତର୍ଜନ୍ୟୌ ପ୍ରସାର୍ଯ୍ୟାନ୍ୟା ପ୍ରଯୋଜୟେତ୍ 

ପାର୍ଶ୍ବସ୍ୟାଭିମୁଖୀ ସେୟଂ ଜ୍ଞାନମୁଦ୍ରା ପ୍ରକୀର୍ତିତା ।

  ବ୍ୟାଖାନମୁଦ୍ରା କରି ମଧ୍ୟମା ଅନାମା ଓ କନିଷ୍ଠାକୁ ସ୍ୱାଭିମୁଖ କଲେ ଜ୍ଞାନ ମୁଦ୍ରା ହୁଏ । ଅକ୍ଷମାଳାମୁଦ୍ରା ବୃହସ୍ପତି ପୂଜାରେ , ପୁସ୍ତକମୁଦ୍ରା ଶୁକ୍ରପୂଜାରେ ପ୍ରୟୋଗକରାଯାଏ। 


🟣 ଓଁ ପାବକାନଃ ଇତି  ମନ୍ତ୍ରେଣ ଉପଚାରାଃ ସମର୍ପୟେତ୍ ।


( ସର୍ବୋପଚାରାଦୌ କରଂ ପ୍ରକ୍ଷାଲ୍ୟ ଘଣ୍ଟା ବାଦୟେତ୍ ) 


ଅର୍ଜନପୁଷ୍ପମ୍ – 


ଉପଚାରାନିମାନ୍ ଦେବି ଗୁହାଣଂ ପରମେଶ୍ଵରି

 ମୟା ନିବେଦିତାନ୍ ଭକ୍ତ୍ଯା ମମ କଲ୍ୟାଣହେତବେ । 


( ପୁଷ୍ପ ଦଦ୍ୟାତ୍ )


🔸️ ଆସନମ୍ –

 ଆସନଂ ଗୃହ୍ୟତାଂ ଦେବି ତୃତ୍‌କୃତେ ସ୍ଥାପିତଂ ମୟା 

ବିଦ୍ୟାବୁଦ୍ଧିପଦେ ଦେବି ବାଗୀଶ୍ବରି ନମୋସ୍ତୁ ତେ । 

ଓଁ  ଐଁ ମହାସରସ୍ୱତ୍ୟୈ ଆସନଂ ନମଃ ।

 ( ମୁଦ୍ରା , ଜଳଧାରାଂ ମୁଖପ୍ରୋଞ୍ଛନବସ୍ତ୍ରଂ ଚ କଳ୍ପୟେତ୍ - ଏବଂ ସର୍ବେଷୁପଚାରେଷୁ ) 


🔸️ସ୍ଵାଗତମ୍ – 


ସ୍ଵାଗତାନୁଗୃହୀତୋଽସ୍ମି ସୁସ୍ଵାଗତମିଦଂ ଶୁଭମ୍ 

ପ୍ରସନ୍ନା ଭବ ଦେବେଶି କୃପାଂ କୁରୁ ହରିପ୍ରିୟେ । 

 ଓଁ ପବକାନଃ ........ ଶ୍ରୀ ମହାସରସ୍ଵତ୍ଯୈ ସ୍ଵାଗତଂ ନିବେଦୟାମି 


🔸️ପାଦ୍ୟମ୍ – 


ପାଦ୍ୟଂ ଗୃହାଣଂ ଦେବେଶି ପାଦଶୌଚାୟ କଳ୍ପିତମ୍ ।

 ତ୍ରାୟସ୍ବ ବରଦେ ଦେବି ନମସ୍ତେ ହଂସବାହନେ । 

ଓଁ ପାବକାନଃ .. ଐଁ  ଶ୍ରୀମହାସରସ୍ୱତ୍ୟୈ ପାଦ୍ୟଂ ନମଃ । 


🔸️ ଅର୍ଘ୍ୟ –  


 ଦୂର୍ବାକ୍ଷତସମାଯୁକ୍ତଂ ଗନ୍ଧପୁଷ୍ପାନ୍ବିତଂ ତଥା । 

ପବିତ୍ର ଶଙ୍ଖପାତ୍ରସ୍ଥଂ ଗୃହାଣାର୍ଘ୍ଯଂ ସରସ୍ବତି । 

 ଓଁ ପାବକାନଃ .. ଐଁ  ଶ୍ରୀମହାସରସ୍ୱତ୍ୟୈ ଅର୍ଘ୍ୟଂ ସ୍ୱାହା । 


🔸️ ଆଚମନୀୟମ୍ – 


ମନ୍ଦାକିନ୍ୟାଃ ହୃତଂ ବାରି ପୂତଂ ପାପହରଂ ଶୁଭମ୍ । 

 ଗୃହାଣାଚମନୀୟଂ ତ୍ଵଂ ମୟା ଭକ୍ତ୍ଯା ନିବେଦିତମ୍ । 

ଓଁ ପାବକାନଃ .. ଐଁ  ଶ୍ରୀମହାସରସ୍ୱତ୍ୟୈ  ଆଚମନୀୟଂ ସ୍ୱଧା । 


️🔸️ ମଧୁପର୍କ -  

ମଧୁପର୍କଃ ମହାଦେବି ବ୍ରହ୍ମାଦ୍ଯୈଃ ପରିକଳ୍ପିତଃ 

ମୟା ନିବେଦିତୋ ଭକ୍ତ୍ଯା ଗୃହାଣଂ ପରମେଶ୍ଵରି ।


 ଓଁ ପାବକାନଃ .. ଐଁ  ଶ୍ରୀମହାସରସ୍ୱତ୍ୟୈ  ମଧୁପର୍କଃ ସ୍ବାହା ।


 

️🔸️ପୁନରାଚମନୀୟମ୍ – 


ନାନାତୀର୍ଥୋଦ୍‌ଭବଂ ବାରି ଶୀତଳଂ ସୁମନୋହରମ୍ 

ଆଚାମ ତ୍ବଂ ମହାଦେବି ପ୍ରସୀଦ ପରମେଶ୍ବରି । 


ଓଁ ପାବକାନଃ .. ଐଁ  ଶ୍ରୀମହାସରସ୍ୱତ୍ୟୈ   ଆଚମନୀୟଂ ସ୍ବଧା । 


️🔹️ପଞ୍ଚାମୃତସ୍ନାନଂ , – 

ଶର୍କରାମଧୁଦୁଗ୍ଧଜ୍ୟଦଧ୍ନ୍ଯା ଚ ସମଯୋଗତଃ 

ପୀୟୂଷପଞ୍ଚଙ୍କ ଦତ୍ତଂ ସ୍ନାନାର୍ଥଂ ପ୍ରତିଗୃହ୍ୟତାମ୍ । 

ଓଁ ପାବକାନଃ .. ଐଁ  ଶ୍ରୀମହାସରସ୍ୱତ୍ୟୈ   ପଞ୍ଚାମୃତସ୍ନାନୀୟଂ ବୌଷଟ୍ । 


🔹️ ଶୁଦ୍ଧଜଳସ୍ନାନଂ - 


ନାନାତୀର୍ଥାହୃତଂ ସ୍ଵଚ୍ଛଂ ଶୀତଳଂ କ୍ଳାନ୍ତିନାଶନମ୍ । 

ସ୍ନାନାର୍ଥଂ ତେ ମୟା ଦରଂ କୃପୟା ଗୃହ୍ଣ ଭାରତି ।


ଓଁ ପାବକାନଃ .. ଐଁ  ଶ୍ରୀମହାସରସ୍ୱତ୍ୟୈ   ଶୁଦ୍ଧଜଳସ୍ନାନୀୟଂ ବୌଷଟ୍ ।


କ୍ରମଶଃ--------'

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍